ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ସୁନ୍ଦର କାଣ୍ଡ


ରାଗ - ପାହାଡିଆ କେଦାର


ଅଞ୍ଜନାସୂତ ବଢ଼ାଇ କାୟେ,ବିକ୍ରମ ଉଡ଼ି ଗଗନେ ଯାଏ,
ଦେଖିଣ ଦେବେ କଲେ ଉପାୟ ହେଲେ ନର୍ଭୟେ ୧ ଯେ । ।
ହନୁ ପ୍ରାକର୍ମ ବୁଝିବା ପାଇଁ, ସୁରସା ଆଗେ ‌କ‌ହିଲେ ଯାଇ,
ଭୁମ୍ଭେ ତା ଅଗେ ୨ ପଥରେ ହି ଗିଳିବା ମାୟେ ଗୋ ।।
। ଶ୍ରୀ ସୁରସା ପଥ ଓଗଲ ଯେ,
ହନୁକୁ ବୋଲେ ୫ ଆଜ ଦେବି ମୁଁ ଗିଲ ଯେ ।
ମହରମ ବଦନ ଜୋଈ,ଦେଖାଇ ବି ଦବନାବଳୀ,
ବୋଲେ ଅପାର ଦିନ ଧାରେ ଇଲୁ ” ରେ ।
କରୁ ବୋଲନ୍ତ ଖୁ: ଗୋ ମାଢ, ଶ୍ରୀରମଚନ୍ଦ୍ରଙ୍କର ମୁଁ ଦୃଢ଼,
ସୀତ ଖୋକିବାରେ ନିୟତ କଲ ସହ ଗୋ !
ଭୁ ଯେବେ କ୍ଷୁଧାରେ ପୀଡ଼ିତ ୫, ଆସିବ ତୋର ପାଣେ ନତ,
କେଳେ ଘମନ୍ଦୁ ଅଗ୍ରତ ୬ ଦେବ ବାରତ ଟେ ||
ଶୁଣି ସେ ନାଗମାତା ପାଛି ବସ୍ତର ଯେ ।
ଦଶ ଯୋଜନ ୭ କାୟା ବିସ୍ତାର କରି ଯେ ।
ଦେଣ ମୁମନ୍ତ ବର,କେମନ୍ତେ ଏଥି ଯିବ ଉବୁଣ,
। ମ ଯୋଜନ ବିସ୍ତାର କରେ ର ଧଣ ଯେ ୮ ||


୧- ନିର୍ଭୟେ ପୋଥରେ ନାହଁ, ୨- ଯିବା ପୋଥିପାଠ, ୩- ହନୁମନ୍ତକୁ ଲେ ପୋଥାପାଠ, ୪- ଗିଲବରେ ପୋଥୁପ, ୫- ସୁଧରେ ଜଡ଼ିତ ପୋଥିପାଠ, ୬- ଗ୍ରାମଚନ୍ଦ୍ରଙ୍କ ଆଗେ ପୋଥିପା, ୭- ଦଣବ ଶ ଯୋଜନ ପୋ୦, ୮- ଷାଠୀ ଯୋଜନ କର ତୁଣ୍ଡ ବସ୍ତାଈ ପୋଥ୍ୟ ।