189 ରସ କୋଇଲ ବାଣୀ ରତ୍ନ ଅସ୍ତେ ସନ୍ଧ୍ୟା ହେଇ ପ୍ରକଶ । ହନୁ ମାର୍ଜାର ସମାନେ ମର୍କଟ ! ଧେନୁ ମାନଙ୍କ ସଙ୍ଗରେ ମିଶିଲ । ଲଙ୍କା ଗଡର ଉଚ୍ଚରେ ପଥିକ ସେ । ପଥ ଓଗାଲଣ ବୋଲନ୍ତି ବାନର ଅଜ ମୁ ଭୋଭେ ଗିଲବରେ । ଦେଖି ତାଙ୍କୁ ଲଙ୍କ ଦେବ ଯେ । ହନୁ ତାହାକୁ ରୂପୋଡେ ମାଈଲେ । ଭୟରେ ଦେବ ତାଙ୍କୁ ବର ଦେଲେ । ସର୍ବକ ଆସିଛୁ କର ତା ସିଦ୍ଧି । ମୂର୍ବରୁ ମୋତେ କହିଛନ୍ତି ବଧୂ ସେ । ଅସୁରକୁଲ ନପାଇ ଯେ, ଅଜର୍ଦ୍ଦ ଜାଣିଲ୍ ଖୁବଣ ସଗୋ ସହିତେ ହୋଇବେ ବଢି ଯେ । ବୁଲଇ ଲଙ୍କା ହୋଇ ନ ଟଙ୍କା । ସୌଭାଙ୍କୁ ଖୋଜଇ କରି ଆଶଙ୍କା । ଧୂମ୍ରାକ୍ଷ ବରୂପାକ୍ଷ ମହୋଦର । ପ୍ରଶସ୍ତ ମହାପାରଈର ପୁର ସେ ! ଚଊଇ ସବଂ ଯୁବତୀ ସେ । ସୀଭାର କରୁ à ଲକ୍ଷ ନ ଦେଖି ବିକଳ ହୁଅଇ ମଣ୍ଡ ଯେ । ଅକ୍ଷୟ ମେଘନାଦ ଅକମ୍ପନ । ମହାପ୍ରବଣ ଅନ୍ଧକା ପୁର । କୁମ୍ଭକର୍ଷ ବଷଣ ସଦନ । ଖୋଜଇ ସବ ମରୁଢ କୁମର ସେ । କୁମ୍ଭ ନକୁମ୍ଭ ଦୃମୁଁ ଖ ୩ ଯେ । ଦୁର୍ଜ ବୃନ୍ତକ ପୁର ଖୋଳଣ ୪ ହନ୍ତୁ ହୁଅଇ ବିମୁଖ ଯେ । ୧- ଖାଇବ ପୁ ସ୍ତକପାଠ । ୨- ନିଶଙ୍କା ୪- ଦେଖି ୪ ପୋଥପାଠ । ପୋଥୁପାଠ, ୩- ଦୃମୁଖ ପୋଥୁପାଠ,
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୦୪
ଦେଖଣା