ସୁନ୍ଦର କାଣ୍ଡ ଉନ୍ନଷ୍ଟି ମକରାକ୍ଷସର ପୁର । ଶିଶୁ ଅସୁର ପୁର ଦେଖିଲା । ମିସନ ଶୁକସାରଣ ଘର । ଲଙ୍କା ନଗ୍ରଯାକ ଘର ବୁଲଇ ସେ । ନ ଦେଖିଲ୍ ଗ୍ରାମ ନାଗ୍ ଯେ, ଖୋଜି ଖୋଳ ଯାଇ ପ୍ରବେଶ ହୋଇଲ କ୍ଲବରେ ନିଜ ପୁଷ୍ପ ଯେ ॥ ଦେଖିଲ ସବଂ ରନ୍ମୟ ପୁର ( ଅନେକ ନାଟୁ କରିଣ ସୁରତ ! ଶୋଇଛୁ ପୁଷ୍ପ ବିମାନ ଉପର । ପଡ଼ା ଅଛଇ ହୋଇ ଅଣକଢ ସେ ॥ ବିବିଧ ମଦଗୁ ପାନେ ଯେ, କେହି କେହି ନାଈ ଦିବ୍ୟ ସୁକୁମାରୀ ଶୋଇଛନ୍ତି ବିବସନେ ଯେ ॥ ନାଗ ଜର ସୁର ଗନ୍ଧଟ ନାହିଁ । ନନ୍ତର ଯକ୍ଷ ପ୍ରକ୍ଷସ ୯ କୁମାରୀ । ଅପସର ବିଦ୍ୟାଧର ଯୁବଖ l ବେଉଁ ଶୋଇଛନ୍ତି ପ୍ରବଣ କର ସେ । କା ହାଡୁ ପଡ଼ରୁ ଗଣା ସେ । କାହା କରୁ ତାଳ କା କରୁ ମର୍ଦ୍ଦଳ କା ହସ୍ତୁ ହଡ଼ପମୁଣା ଯେ ॥ ଝୁମର ଖ୬ ୨ ଆଲ ପକାଇ । ଶୋଇଛନ୍ତି ବାଲୀ ୩ ଜ୍ଞାନ ହଇ । ଯାନ ପାର୍ଶ୍ଵମାନ ପଡ଼ରୁ ଖସି । କନକ କୁମ୍ଭେ ସୁର ଅଛୁ ପଶି ଯେ । ଜଲଇ ପ୍ରଦୀପ ମାନ ଯେ । ଉକ୍ସଲ କନକ ଫରୁଆ ପରି ଦିଶୁଛନ୍ତି ସ୍ତନ ଘନ ୪ ଯେ ॥ ମଧ୍ୟରେ ଶୋଇଅଛୁ ଦଶନ୍ଧିର । କଣ୍ଠ-କର ପ୍ରାକ କଂ ଶକର । ବେନି ଶୋଇଛନ୍ତି ସକଳ ବାଳୀ । - କଳ୍ପଲ ମେଘେ ବେରି କି ବଜୁଳୀ ସେ । ଚନ୍ଦନ ମାଳାରେ ଶୋଇ ଯେ । ବେଉଁବା ଯେ ଚନ୍ଦ୍ର ରଜନୀରେ ଜମାଲ ଜରୁରେ କନକ ଲଭା ପିତୃଶ ପୋଥପାଠ । ୨- ଖଣି ପୁସ୍ତକପାଠ । ୩- ନାଗ ପୁସ୍ତକପାଠ । ୪- ସ୍ତନମାନ ପୋଥିପାଠ । ୫-ନନ୍ଦନ ପୁସ୍ତକପାଠ । ୧୪୩
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୦୫
ଦେଖଣା