ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୪ ଗ୍ରାମଲୀଳା କୋଳରେ ଶୋଇ ଅଛୁ ଏକ ନାହିଁ । ଦହଲ ହେମ ନନ୍ଦଇ ଭା ତନ୍ତୁ । କୃଶ ଉଦୟ ଯଉବନ ଘଶ୍ । ଭା ଦେଖି ବସ୍ତୁରେ ପବନ ଦୂରୁ ସେ । ଏ ପର୍ ଗୁମ ଘରଣୀ ଯେ । ମୁଖ ଭାର ମଦ୍ୟ ବାସରେ ପ୍ରକଳ୍ପ ନୁହେଁ ବୋଈଶ ଜାଣି ଯେ । ମନେ ଵରେ ଅପରାଧ କଲେ । ଗ୍ରାମ ଘରଣୀ ଏହାକୁ ବୋଇଈ । ମର୍କଭ କଲ ଗୁଞ୍ଜ ପକ୍ଷୀ ମୁଣ୍ଡ । ସ୍ଫଟିକ ଭଲ ମୁଁ ଜଳଭ ଖଣ୍ଡ । ପିଭଲ କଲ୍ କାଞ୍ଚନ ଯେ, ଇଦ୍ଘ ନଳମଣି ରକ୍ତନ ମୁଁ କଲ୍ କାଚର ସଙ୍ଗେ ସମାନ ଯେ ॥ ନ ଦେଖି ହରୁ ସୀତାଙ୍କ ଶ୍ରୀମୁଖ । ବୋଲଇ ଅସୁରେ କଲେଜ ଗ୍ରାସ । ମନେ ଲଭଲେଜ ବହୁତ ଦୁଃଖ । କି କହିବ ଯାଇ ଶ୍ରୀଘ୍ରମ ପାଶ ମୁଁ । ନ ପାଇ ସୀତା ସନ୍ଦେଶ ଯେ, ହୋଇବେ ନାଶ ଯେ } ଶ୍ରୀଘ୍ରମ ଲକ୍ଷ୍ମଣ ସୁଗ୍ରୀବ ସହରେ ନଶ୍ଚ ଏଥୁରୁ ଭଲ ମୋହର ବିନାଶ ! ସଂପାଦ କହିବା * ଟିଭେଇ ମନେ । ଦ୍ରୌ ଖ ଖଣ୍ଡନ ବନ ଯେ, ଖୋଜ ବୋଲି କରିବେ ଆଶ । ପଶିଲ ଯାଇ ଅଶୋକ କାନନେ ସେ । ବୋଲ୍ଇ ବଞ୍ଚି ଯେ ଦେଖିଣ ପ୍ରଶଂସା କରୁଛନ୍ତି” ହନୁମାନ ଯେ । ୧-ବକ୍ଟରଲ ଅପ୍ରାଧ ପୋଥିପାଠ । ୨-କଥାକୁ ପୋଥପାଠ ୩-କରନ୍ତୁ ପୋଥପାଠ ।