ସୁନ୍ଦର କାଣ୍ଡ ଗଗ—ସିଦ୍ଧ ଡ଼ା ଫଳ କୁମ୍ଭମେ ମଣ୍ଡଲ ପ୍ରାୟ ଦଶେ ମଧୁବନ ଇରୁକୁଳ । ସୁବର୍ଷ ଚଉର ଦିଶୁଅଛ ଶୋଭ୍ ଧାଡ଼ି ଧାଡ଼ ଇଥୁ ଭଲ ସେ । ପାଈଜାତକ ଆଦି ॥ ସ୍ଵଗୁ ଆଣିଛୁ ଅମରବାଦ ଯେ । ଗ୍ରେପି ଅଛୁ ନାନା ମଉଷଧ୍ଵ ଯେ । ଶୋଭ ଦିଶୁଛୁ କଡ଼ାଗ ନଦୀ ସେ ଦେଖିଲ ହିନ୍ତୁ ଦିବ୍ୟପୁର ପ୍ରାଙ୍ଗଣେ ଶିଂଶପା୨ ବୃକ୍ଷର ଭଳେ । ଜନକ ସୁଭା ବନୟ କରିଛନ୍ତି ଅସୁଖ ମାନଙ୍କ ମେଲେ ଯେ । ଗଣ୍ଡେ ଦେଇଣ ପାଣି । ମୁଖ କରିଅଛନ୍ତି ଧରଣୀ ଯେ । ସୁମରନ୍ତ ଗମନାମ ବାଣୀ ଯେ । ହନୁ ସେ ରୁକ୍ଷେ ବସିଲେ ଜାଣି ଯେ ଶରଦ ପୁଷ୍ପ ଚନ୍ଦ୍ର ମା ୩ ଦଣୁଅଛୁ ସୀତାଙ୍କ ଶ୍ରୀମୁଖ । ମାର୍କାର ଯୁକେ ନ ଲବଣୀ ପିତୁଳା ବେରିଛନ୍ତି ଚଉପାଖ ଯେ ॥ ନାନା ବରୁପା ସୁତ୍ଵ । ମୁଖ ଶୁକର ପ୍ରାୟ କାହାଈ ଯେ । ଏକ ନୟନ ଅଛ କେ ଧର ଯେ । ସ୍କୁଲ ପ୍ରାୟୁ ଶ୍ରବଣ କାହାର ଯେ {{ ପ୍ରକଶ ବ୍ଳକ ବଦନ କାହାର ଏକ ପାଦ ବେନ ମୁଣ୍ଡ ସେ । କାହାର ଉଦର ବସ୍ତାର କାହାର ଭୋଲନ୍ତି ହା ଘର୍ଘ ତୁଣ୍ଡ ଯେ ॥ କାର ବଙ୍କା ନୟନ । କେତୁ ଶାଙ୍କ ଲ ଅଶ୍ଵବଦନ ଯେ । ଭର୍ଜି ଗର୍ଜ ଛକ୍ତ ଅନୁକ୍ଷଣ ଯେ । କରୁଥାନ୍ତି ଖାଇବାକୁ ମନ ଯେ । ଏମନ୍ତ ଶ୍ରବଣ ଶୟନ ସ୍ବପନେ କହିଲେକ ଲଙ୍କେଶ୍ଵର । ସୌଭା ଖୋଜିବାକୁ ମର୍କଟ ଅଇଲ ସରଲ ତୋହର ଶିଶ୍ଵରେ । ତାହା ଚେଷ ଗ୍ରବଣ । ଖ ଧଇଲ୍ସ ସେହିକ୍ଷଣ ଯେ । ସଙ୍ଗେ ଘେନଣ ଯୁବଗଣ ଯେ । ଅଶୋକବନ ଗଲ ଆପଣ ଯେ ॥ ୧୪୫ ୧- ଏ ପାଉ ପୋଥରେ ନାହିଁ । ? - ଶିଶୁପା ପୋଥିପାଠ । ୩ ଦିବ୍ୟ ସଂପୂର୍ଣ୍ଣ ଚନ୍ଦ୍ର ମା ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୦୭
ଦେଖଣା