Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୪୬ କେ ଘେନଛନ୍ତି ବହୁଡ଼ ଚନ୍ଦ୍ର ୩ପ କେ ଖଣ୍ଡେ ଖଦୀ ଭୂମିର । କାହାର କରେ ହଡ଼ପ ଧୂପକାଠି ଦର୍ପଣ ଧର୍ କା କରି ଯେ ॥ ବାଜେ ବଣା ମର୍ଦ୍ଦଳ । କେସ୍ଟ ଭୂଖାଉ ଅଛି ଭାମ୍ବୁଲ ସେ ॥ ଚଉପାଶରେ ଅସୁର ଶଲ ଯେ । ପଞ୍ଚୁଆରୀ ବଲେ ମହାପାଳ ସେ । ପୂଜା ବିଜେ ଦେଖି ସମସ୍ତ ଅସୃଷ୍ଟ ଚରଣଭଲେ ପଡ଼ିଲେ । ସୀତାହି ଯାରୁ ଯୁଗଲ ଯୋଡ଼ ବସନରେ ଭରୁ ଘୋଡ଼ାଇଲେ ଯେ । ଭୟେ କମ୍ପେ ଶଟ୍‌ର । ବୋଧେ କହୁଅଛୁ ଲଙ୍କେଶ୍ଵର ସେ । କି କେ ଜାନଙ୍କ ବୋହୂ ମୋହର ରେ । ଗ୍ରାମ ମାନବ ସିନା ତୋହର ଗୋ || - ଅସ୍ତ୍ର ଆମ୍ଭ ବସ୍ତ୍ର ବସ ଷ୍ଟୋରି ଅଙ୍କ ଜନକ ଗୁଳ ନନ୍ଦ । ସୀମାନ୍ୟ ମଣ୍ତଙ୍କ ସମ-ମୋତେ, ନାହଁ ସ୍ବର୍ଗ ପୀଢାଲ ମେଦମ ଯେ । ଆରେ ନାଈ ରଭନ । ମୋତେ ହୃଦେ କରି ଆଲିଙ୍ଗନ ରେ । ଚୁମ୍ବନ ଦାନ ଦିଅ ବହନ ଯେ । ମୋଭେ ବର୍ଷ ରୁ ମୀନ କେଭନ ସେ ॥ ବିପୁଳ ବର୍ଷ ଲ ଉଚ୍ଚ କୁଳ ବେନ ମୋର ହୃଦରେ ଲଗାଅ । ଶୀଘ୍ର ବେନ ଭୂର୍ଜ ଛନ୍ଦ ଚମ୍ପକମାଲା ପ୍ରାୟ ଶୋଇ ପାଅ ଗୋ । ଅଗୋ। ନବ ନାଗଈ ! ତୋତେ ଖଟିଥୁବ ମହୋଦୟ ଗୋ || ସନାଇଁ ହେବେ ପରିବାର ଶୋ । ୟେଗ କରରୁ ଏ ଲଙ୍କା ମିଶ୍ ଗୋ ୩ || ୧- ଏ ପଦଟି ପୋଥରେ ନାହଁ । କିନ୍ତୁ ପ୍ରସଙ୍ଗ ଦୃଷ୍ଟି ରୁ ଏ ପଦର ଅବଶ୍ୟକତା ରହିଛୁ । ୨- ମୋତେ କେତନ ପରବର୍ଷେ ପୋଥିରେ “ଭେଗ୍ୟ କଣ୍ଠକୁ ଲଙ୍କାଭୁବନ ସେ” ପାଠ ଅଛି । ୩ ବସୁଲ ବଞ୍ଚି ଲା ଏ ଲଙ୍କା ଶିଘ୍ର ଗୋ” - ପର୍ଯ୍ୟନ୍ତ ପାଠ ପୋଥରେ ନାହିଁ, କେବଲ ‘ସନାର ମାନବେ ବଚନ । ଗ୍ରେଗ୍ୟ କରିରୁ ଲଙ୍କା ଭବନରେ, ଚୁଳ ଦାନ ଦିଅ ବହନରେ ପାଠ ଅଛ ।