Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୪୮ ପାହାରୁ କହୁଛୁ ଅପ୍ରାଧ ପାଉଛୁ ଛଡ଼ ନ ପଡ଼େ ରସନା । ଛଡ଼ିବ ଏକା ବେଲକେ ଦଶଶିର କ୍ରମ ହେଲେ କୋପମନା - I ରଘୁ-ସ୍କୁଲ-କରଭା । ପାଇନାହାଣ୍ଡ ମୋର ବାରଭା ସେ । ଖୋଳୁଥୁବେ ବନଗିଈ ଲଭୀ ସେ । ଝୁରୁଥ‌ିବେ ହୋଇଣ କୃଶଢା ସେ ଜାନଙ୍କ ବଚନ ଶୁଣି ଦଶାନନ କୋପେ ବୋଲଇ ବଚନ । ବେନ ମାନସ ମୋଭେ ଗ୍ରାମ ଦେଖାଇରୁ ନୋହିଲେ ସେ ବ୍ୟଞ୍ଜନ - ସେ । ଏହି ସମସ୍ତ ଜାଣି । ମିଲଗଲେ ମହୋଦୟ ଗୁଣୀ ସେ । କୋପ କର୍ମୀ କର ବଂଶ ପାଣି ହେ । ମୋର ସଙ୍ଗତେ ବଞ୍ଚ ରଜନ ହେ ଋଷି କୁମାରୀ ମାନୁଷୀ। ଅଣକୃଶା କେଶ ବସନ ମିଳିନ ତୋ ପୁରେ କେତେ ସୁନ୍ଦର ମାନେ ଛନ୍ତି ଏହାକୁ ବହୁ ବଲିଷ ଯେ ॥ ଆସ ହେ ପ୍ରାଣପଢ । ମୋର ସଙ୍ଗତେ କର ସୁରତ ହେ ଘନ ନାଥ ମୋହର ବନଷ । ମୁହଁ ହରବ ତୁମ୍ଭର ମତ ଯେ । ମୋର ଯୁବଙ୩ ସଂପରି ଦେଖି ଅବା କାନଙ୍କ ହୋଇବ ବଶ ଯେ । ଏମନ୍ତ ବସ୍ତୁର କରି ନାଈ ସେନ ହୋଇଥିଲା ପରବେଶ ସେ । ଢାଙ୍କ ମୁଖୁ ନରଖ । ଶୁଣି ଭେକଲ ଖର ନଶ୍ବାସ ସେ । କହେ ନାଁ କଣ ହୋଇଏ ବଶ ଯେ ୪ | ଦେବ ମନ ନ କର ରସ ସେ ୫ ॥ ୧– ମେଞ୍ଜନ ପୋଥପାଠ’ ୨- ଅଷ୍ଟ କୃଶୀ ପୋଶ୍ୱପାଠ, ୩– ମୋହର ଏହୁ ସମ୍ପଦ ପୋଥୁପାଠ, ୪- ଓଁ କଣ ରୁ ହଜାଇଲ ଆଶ ପୋଥିପାଠ, ~ ଏହି ପାଉଟି ପୋଥରେ ନାହିଁ ।