ସୁନ୍ଦର କୀଣ୍ଡ ରଖି ଅସୁରଙ୍କୁ ଶିଖାଇ ରବଣ ମଭରକୁ ୧ ବାହୁଡ଼ିଲା । ମହୋଦଝଳ ପେଜ ପୁଣି ପୁକ ଯାନପରେ ବାଛୁଡ଼ଲ ସେ । ବେଢି ରକ୍ଷା ଦନ୍ତୁକା । ଭୟ କରନ୍ଧ୍ର ବହୁ ଗରଜ ସେ । କି କାରଣେ ଗ୍ରବଣେ ନ ଭଜ ଗୋ ଭୋର ମାଂସକୁ ଖାଇରୁ ଭଜି ଯେ ॥ । ସମସ୍ତ ରାକ୍ଷସୀ ଭୋହର ମାଂସକୁ ବାଣ୍ଟି ଖାଇରୁ ଗୋ ସୀତେ । କନ୍ୟା ତ୍ସବରେ ସ୍ପରଜା ତୁ ନୋଡ଼ ବିଭୁତି ଭୂଞ୍ଚନ୍ତୁ କେତେ ଯେ ? ଶୁଣି ଦେଖ କାରର । ନୟୁଳରୁ ବହେ ଖରଧାର ୨ । ମନେ ଚନ୍ତା କଲେ ରଘୁବାର ସେ ! ଶଶି ଭଜଇ ସୀତ ପୟର ଯେ ଗଗ--କୁମ୍ଭକାମୋଦୀ ୩ ଅସୁର ଉତ୍ସନା ଶୁଣି ଠାକୁଗୁଣୀ କରନ୍ଧ୍ର କାରୁଣ୍ୟ । ଆହା ସ୍ବାମୀ ଖର ଭୂଷଣ ଅନ୍ତକ ଆହା ହେ ୪ ଲକ୍ଷ୍ମଣ । ଅନାଥ ଇରୁଣୀ ପ୍ରାୟେ ମୋତେ ଆଣି କଳ୍ପରେ ଦଇବ । ବେଲ୍କୁ ବେକ୍ଟ କୃଷ୍ଣ ବାଣୀ ଶୁଣି ଶୁଣି ଢନ୍ତୁ ଜ ରହବ । ଘବଣ ପୁରେ ଅଛ ବୋଈ କେମନ୍ତେ ଜାଣିବେ ମୋ ପଣ୍ଡ । ଦାରୁଣ ଦଇବ ବପରି ଉପରେ ଦେଉଛୁ ୫ ଷ୍ଟପରି ? ବଡ଼ ଯେ ଧ୍ରୁବ କରନ୍ତରେ ନନ କମ ଲେଭକ୍ତ । ବହୁ ଯେ ଥିବ ମୋ ବତ୍ସନେ ୨ ହୃଦୟ କୁସୁମ-ଶାଳ । ବହୁଯେ ଏବେ ବନକୀବ ମାନଙ୍କୁ ହୋଇଣ ବମନ୍ତୀ । ରହ୍ମଣ ଥିବେ ଯେ କହୁଥିବେ ପୁଣ ମୋହର ବାରଢା ୭ ॥ ପ୍ରାକୋଥ ମୋର ଲୁଚର ଚହଳ ମଣ ଯେ ଅନ୍ତର । ଏବେ ଅନ୍ତର ହୋଇ ମୋତେ ରହିଲ୍ ପଟ୍ରଙ୍ଗ ସାଗର । 184 ୧- ନବର ପୋଥିପାଠ ୨- ଏହି ଦୁଇଟି ପାଦ ପୁସ୍ତକରେ ନାହିଁ – ଦକ୍ଷିଣ କାମୋଦ ପୋସ୍ତ୍ରପାଠ - ମୋ ଲକ୍ଷ୍ମଣ ପୋଥିପାଠ – ବହିଲୁ ପୋଥିପାଠୀ । ୨- ବହୁନେ ପୋପୀଠ, ୨- ଚନତା ପୋସ୍ତ୍ରପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୧
ଦେଖଣା