ଘୁମଳଲା କେମନ୍ତେ କରି ପ୍ରାଣନାଥ ୧ ବସ୍ତ୍ର ଧବ ଜୀବନ । ଆଉ ବ୍ଲକ ମୋତେ ବାରେ ଦେଖାଇବେ ସୁନ୍ଦର ବଦନ ॥ ନଶ୍ଚୟ ମଣ୍ଡଳ କଷ୍ଟରୁ ଭଣ୍ଡବ ଖାଅ ମୋର ଅଙ୍ଗ ।' ବୋଲେ ବଶି ଶୁଣ ହଁ ଜଡୀ କହଇ ସ୍ବପନ ପ୍ରସଙ୍ଗ । ରଗ—-ସିନ୍ଧ କାମୋଦୀ ଙ୍କ ଭାଲ-ସରମାନ ଅଗୋ ସଖି ଦେଖିଲ୍ ସ୍ବପନେ ଗୋ | କ୍ଲବଣ ଚରି ଅଛ ବମାନ । ପଦ । ଯୋଚ ଅଟୁ ବହୁ ଖର ଗମେ ଦକ୍ଷିଣ ଦଗର । ଢିଲେ ହୋଇଅଛୁ କରି କର୍ ଗୋ । ପିନ୍ଧରୁ ରଙ୍ଗ ବସନ ରଙ୍ଗ କୁସୁମ ଚନ୍ଦନ । ନେଉଛନ୍ତି କୃଢାନ୍ତକ ଗଣ ଗୋ ।) ଘୁମ ଚର୍ଚ୍ଚ ଶ୍ଵେତ ଗଜ ହୋଇଛନ୍ତି ମୋହ ସଜ । ଷ୍ଟେଜ ବସନ ଶ୍ଵେତ ଚନ୍ଦନ ଗୋ ।) ଷ୍ଟେଜ ପୁଷ୍ପମାଲ ସ୍କୁଲ ବିଜେ ଶ୍ଵେଉଛନ୍ଦ ଭଲ । ଶ୍ଵେତ ରୂମର ଖଡ୍ରେ ଜନ ଗୋ | ଯେବେ ଅନ୍ଧୁ ପ୍ରାଣେ ଆଶା ସେବଥାଅ ଏହା ପାଶ । ନିଶ୍ଚେ ନାଶ ହୋଇବ ପ୍ରବଣ ଗୋ ! ଶୁଣି ହଁ ଜଟା ବଚନ ଆନନ୍ଦ ଜାନଙ୍କ ମଳ । ଶାନ୍ତ ହୋଇଲେ ଅରୁତ୍ଵ ଗଣ ଗୋ ।) ସ୍ଵପନ କନ୍ଧୁ ଶୋଇଲେ ହିନ୍ତୁ ସବୁ ଶୁଣୁଥିଲେ । ବରୁ କ୍ଲେ ଏହି ସେ ଜାନଙ୍କ ଯେ । ଲେଖ ନୋହ ଗଲେ ପାଖ ଗ୍ରାମ ନ ଯିବେ ୫ ପ୍ରଶ୍ଵାସ ! ବୋଲ୍ବେ ସେ ଦେଖିଲୁଭ ଆନରେ ଖ 180 ୪-ପ୍ରାଣ ବର୍ଷ ପୋଥପାଠ । --ମୃତୁ ମା ବଦନ ପୋଥପାଠ, ୩-ଭାଲ ସିରମାନ ପୁସ୍ତକରେ ନାହିଁ । ୪- ଅସୁରଗଣ ପୋଥିପାଠ । *-ନୋହିବେ ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୨
ଦେଖଣା