କଷ୍ଟ ବା କାଣ୍ଡ ସ୍କ ହେଉଁ ଠାକୁଗୁଣୀ ହନ୍ତୁ ସେ ସମସ୍ତ ଜାଣି । ଦଶରଥଙ୍କର କାରି କହିଲେ ସେ ପଛେ ପଛେ ଶୁଣ ଗୁଣି ବୋଇଲେ ସେ ପୁଣ ପୁଣି । କହଇ ସେ ହନୁମାନ ଗର ଯେ ବୋଲେ ବଣି ଏହାଶୁଣି ଗୁଣ ପ୍ରାୟେକ ମଣି । ଆଶଙ୍କା ହୋଇଲ୍ ସୀଭା ମନେ ହେ ୧ ଗ -ତୋଡ଼, ଏକତାଳୀ ହନୁ ମନେ ମନେ ଜୁଲେ, ନଶ୍ଚ ଜାନଙ୍କ ଜନିକ ନହବା ଦେଖିଲଇଁ ବେଜ ଡୋଲେ । କି ଭଗ୍ୟ ବଲେ | ବିଂଶପା ୨ ବୃକ୍ଷର ଡାଳେ ଶୁଖିରୁ ଚନ୍ଦ୍ର ବନ୍ଦନ ନରଭେ ମର ଲେଚନ, ତେବେ ହେଁ ଶୋସ୍ତ୍ରକୁ ୩ ଉପମା ଦେବାରୁ ନାହିଳା ଏୟୁ ଭୁବନ ୪ । ନାଗ୍ ରତନ । ବନ୍ଧୁ କ ନ କରେ ପୁଣି ୧୫୧ ଶ୍ରୀରମଚନ୍ଦ୍ର ଘରଣୀ, “ ଅସୁର ଘୁରେ ଅମୁଖ ଜଗିଛନ୍ତ ଜଗତର ଠାରୁଗୁଣୀ । କହନ୍ତେ ଟଣାରୁଗୁଣ ଭମଣା ମଣୀ # ଶୁଭରେ ୫ ସମ୍ମା ଶ୍ରବଣ, ଇରୁକୁ ର୍ହାନ୍ତେ ମର୍କ ଗୋପୀଏ କହେ ଘୁମରି ଗୁଣ । ସେ ଗୁଣ ପୁଣ କପି ତୁ କାହୁଁ ଅଇଲୁ ଶ୍ରୀଗ୍ରାମ ନାମ ଧଇଲୁ, ହୃଦୟ ମୋହର ଦହନ କାଳରେ ଚନ୍ଦନ ଲେପନ କଲୁ । ଯାହା ବୋଇଲୁ । - ୧- ଦେବୀ ଆଶଙ୍କା କଲେ ସେ ପୋଅପାଠ, ୨- ଶିଶୁପା ପୋପାଠ, ୩ ତାହାକୁ ପୋଥପାଠ, ୪- ଓଁ ୟୁଭବନ ପୋଥିପାଠ, ୫- ଶୁଭଲ ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୩
ଦେଖଣା