Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୫) ହନ୍ତୁ ବୋଲନ୍ତ ଗୋ ମାତ ଗମଙ୍ଗଳା ଶ୍ରୀଘିମ ଚନ୍ଦ୍ରଙ୍କ ଦୃଢ, ଏମନ୍ତ କହଣ ଚରଣ ଭଲରେ ପଞ୍ଚଲ ଯାଇ ପୂରଭ । ଶୀଘ୍ରମ ମୁର୍ଦ୍ର କା ଦେଲେ ସେ ଗ୍ରାମ-ଦୃଢ | ରୁମ୍ଭଙ୍କୁ ପୃଥୁବା ଯାକ ଖୋଜୁ ଅଛୁ ଅଞ୍ଜନା ଘୁମ କଲେ ବାଲୀ ହଢ ପ୍ରଖତ ଗଲେ ୧ ସଙ୍କେତ ମାନ କହିଲେ, ସୁଭ କହିଲେ । ସୁରୀ ସଙ୍ଗେ ହେଲେ ମିତ ? । କୋଟି କୋଟି କପି ମୋହର ସମାନ ହୋଇଛୁ ପ୍ରଭୁଙ୍କ ଭୃତ୍ୟ | ସମୁଦ୍ର ଡେଇଁ ଅଇଲ୍ କଲ୍ ସଭ୍ୟ ତୁମ୍ଭ ଶ୍ରୀଚରଣ ଦର୍ଶନ ନ ପାଇ ପ୍ରାଣ ଘମ ମାଙ୍କବନ୍ତ ବିନ୍ଧ-- ଭଲ ଦେଖିଲ୍ | ଲଙ୍କା ଗଡ଼ରେ ପଶିଳ୍ପ, ମୁଁ ହଉ ଥିଲ । ଶିଖେ ଛନ୍ତ ବଳେ କଣ୍ଠ, ସୁଗ୍ରୀବ ସହରେ ଅନେକ ମର୍କଟ ବଟନ ଛନ୍ତି ବିଜେ କଣ୍ଠ । ଅସ ମୋର କଣେ ବସ ସେ ରୁକ୍ଷ ହଈ । ଘେନ ସିନ ଘୁମ ପାଶ, ପ୍ରବଣ ସହସ୍ତେ ମାରନ୍ଧ୍ର ପ୍ରଭୁଙ୍କ ପ୍ରଜଜ୍ଞା ହୋଇବ ନାଶ ! ଶୁଣିଣ ଦେବା ହରଷ ଦେଖ ସାହସ । ହନୁକୁ ବସାଇ ପାଶ, ବୋଲଇ ବଶି ବଶ୍ୱାସ କଥା ଶୁଣି ସଂଶୟ ହେଲା ବନାଶ । ଖାଁଘ୍ରମ ରସ ୩ । ୧-ସନ୍ତୋଷ ହେଲେ ପୋଥପାଠ । ୨-ମୈ ପୋଥପାଠ 1 ୩-ଏ ଗ୍ରାମ ରସ ପୁସ୍ତକପାଠ ।