Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୁନ୍ଦର କାଣ୍ଡ ଘୁଗ—ଆହାରୀ ଆଦ୍ୟ ମାର୍ଗଶୀର ବାଣୀ କହି ହନ୍ତୁ ମୋର କାନ୍ତର କୁଶଳ ଲକ୍ଷ୍ମଣର ସବଂ କୁଲେ । ମରକତ ହେମ ବେନ କଲେବର ହୋଇ ନାହାନ୍ତି ନା ହୁବଲ | ହନୁ ହେ, ବେନ ଭଲଙ୍କର କୁଶଲେ । କୁଶଳ କରି ଲକ୍ଷ୍ମଣ ସେବା କରିଥାରୁ ଟିକେ ପୀଦକମଲ ମୋର ବିଚ୍ଛେଦ ହୋଇ ଦିନୁ ଜନ୍ମ ଦୁର୍ବଳ ହୋଇଥବ ପଶୁ । ଅଧୈର୍ଯ୍ୟ ହୋଇଲେ ଲକ୍ଷ୍ମଣ ତାହାଙ୍କୁ କରିଉଥାନ୍ତି ଟିକେ ଧୀର । ହନୁ ହେ, ମୋତେ ଏଥୁଁ ନିଶ୍ଚେ ନେବେ କ । ବାନରମାନଙ୍କୁ ଘେନ ସିନ୍ଧୁ ପାର ହୋଇ ଏଥକୁ ଆସିବେ କି ମୋତେ ନକ ୨ ହିନ୍ତୁ ତନ୍ତା କରୁଥାନ୍ତି ଚତ୍ତରେ ଶଵେଇ ମୋ ଖୁବ । ସ୍ନେହ ଅଛଟି କ ମୋର ବିଷୟରେ ଯଥାର୍ଥ କଣ କହିବ । ହନୁ ହେ, ସର୍ଭେ କି ଶ୍ରୀମୁଖ ଦେଖିବ । ସଭ କହି ହନୁ କେତେ ଦିନ ଯାଏ ଜନ୍ମରେ ଜ୍ଞବନ ରଖିବ # ବୋଇଲୁ ୩ ଯେ ହନୁ କନ୍ଧରେ ବସାଇ ଶ୍ରମ ପାଶେ ଘେନ ଯିବ । ସ୍ଵଇଚ୍ଛାରେ ମୁହଁ କେମନ୍ତ ପ୍ରକାରେ ପୁରୁଷ ଅଙ୍ଗକୁ ଛୁଇଁବ । ହନୁ ହେ, ବ୍ରେରଇ ଘବଣ ଆଣିଲା । ତୁମ୍ଭେ ୮ ପ୍‌ଲ ସେନଗଲେ ପ୍ରଭୁଙ୍କ ଯଶ ଆଉ କସ୍ତ ରହିଲୁ ୫ । ବିଶ୍ରବା ନନ୍ଦନ ଆସିଣ ଏଠାକୁ କଣ୍ଠ ଯେ ବେକ ମାସ କଲ୍ । ବେନ ମାସେ ମୋତେ ଶୀଘ୍ରମ ଲକ୍ଷ୍ମଣ ଦେଖାଇରୁ ବୋଲ୍‌ ବୋଇଲ୍ ! ହନ୍ତୁ ହେ, ଏକ ମାସ ଅବ ପ୍ରାଣ ହେ । ପ୍ରାଣ ଥାଉଁ ଥାଉଁ ଶୀଘ୍ରମ ଲକ୍ଷ୍ମଣ ଶୀଘ୍ର କରି ତୁମ୍ଭେ ଆଣ ହେ । ୫୩ - କରୁଥାନ୍ତି, ପୋଥପୀଠ । ୨- ଟିକ ପୁସ୍ତକପାଠ । - ବୋଲଇ ପୁସ୍ତକପାଠ । ୪- ଏଠାରୁ ପାଠ ପୋଥିରେ ଅଧିକ ଅଛୁ । ୫- ହୋଇଲ ପୋଥୀପ ୦୮୭ ସେହି ବୋଇଲ ପୁସ୍ତକପାଠ ।