୧୫୪ କର୍ମୀ।୯ ହନୁ ମୋର ପାଇଁ ଘୁମ ଦେଲେ କର ପଞ୍ଚବର ମୁଦ୍ରିକା । ଶୂନ୍ୟ ଯେ ପଶୁଥୁନ ମୋ ପ୍ରଭୁଙ୍କର କର କମଲ ଅନାମିକା । ହନ ହେ, ଏ ମୁଦ୍ରିକା ନୁହେ ଅନ୍ତର । ପ୍ରଭୁଙ୍କ କରେ ଥାଇଣ ମୋର ଜନ୍ ଭ୍ରମୁ ଯେ ଥାଇ ନିରନ୍ତର । ମୁର୍ଦ୍ର କା ମସ୍ତକେ ଲଗାଇ ଆପଣ "' ପଢେରେ ବାଈ ରଖିଲେ ୪ । ମସ୍ତକୁ ମଣି ବାହାର କର୍ ପୁଣି ହନୁ କରରେ ସମର୍ପିଲେ । ହନୁ ହେ, ମୋ ଠାରେ କରୁଣ କରିବେ । ସ୍ତନ ଜନ ଠାରେ କରୁଣା କଲେଖି କରୁଣ- ସିନ୍ଧୁ ବୋଲାଇବେ । କହିବ ହନୁ ହେ ଏତେକ ମାସକ ମୋହର ଵନୟ ଉଦନ୍ତ ୫ । କେବଲ ମୋହୂର କଲ୍ ଅପଗ୍ଧ କ୍ଷମା କରିବେ ମୋର କାନ୍ତି । ହନୁ ହେ ପ୍ରବୋଧ କରଣ କହଇ ୭ । ବୋଲେ ବଶି ଗ୍ରାମ ରୁମୁରେ ଜଣାଇ ନକ ଆଣିବ ବୋଲଇ ୮ କହେ ଅଞ୍ଜନା! ସୁଭ ଯୋଡ଼ ର କ ଫ ପାଣି । କମଲ ପର୍ବ-ନେସ୯ ସନ୍ତାପ ଗୋ ଶୁଣିମା ଠାକୁରଣୀ ॥ ତୁମ୍ଭ ବହୁନେ ଦଶରଥ ନନ୍ଦନ । ନଶି ଦବସେ ମୁଁ” ନ ଦେଟିଶ୍ ଗୋ ତାଙ୍କ ନଦ୍ରା ଗ୍ରେଜନ । ତୁମ୍ଭର ଗୁଣ ଗୁଣ'ନ୍ତ ଅହର୍ନିଶି | ଯେସନେ ଅନୁଦିନେ ଦୁଇ ଗୋ କୃଷ୍ଣ ପକ୍ଷର ଶଶୀ ॥ ୧- କମ୍ପାଇଁ ପୋଥିପାଠ । ୨- ସୁନ୍ଦର ଦିଶୁ ନ ଥୁବ ପୋଥିପାଠ । ୩- ଲଗାଇଣ ହ ପୋଥପାଠ । ୪– ଥୋଇଲେ ପୋଥିପାଠ । ୫- କହି ହନୁ କାନ୍ତ ଆଗରେ ଏତେକ ମାନେକ ମୋହର ବନ ପୋପାଠ । ୬-ପର ପୋଥପାଠ । ୭– ଯେ କହ ପୋଥପାଠ । ୮- ବୋଲେ ବଶି ଘୁମ ଗୁମୁରେ ଜଣାଇବ ବୋଲଇ ନିକଟେ ଆଣିବଇଁ ପୋଥପାଠ । ୯- କେନ୍ଦ୍ର ସର ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୬
ଦେଖଣା