ସୁନ୍ଦର କାଣ୍ଡ ଖସି ପଡ଼ଇ ଅଙ୍ଗ ଲରୁ ମୁଦ୍ରିକା । କେତେ ହେଁ ବେଲେ କେତେ ହେଁ ନୟନ ମର ସ୍ଥିର ନୁହଇ ଗୋ ସେ ଝୁରନ୍ତ ଏକା ! ଧନୁଶର ଗୁଡ଼ନ୍ତି । ବେଳେ ଭୁମ୍ଭ ବଡ଼ନେ ଗୋ ଧରଣରେ ଗଡ଼ନ୍ତି ॥ କେତେବେଳେ ଚନ୍ଦ୍ର ମନ୍ତେ୪ ଉପନ । କେତେ ହେଁ ଦେଲେ ମହ ମରୁତ ରେ ସ୍କୁଲଶର ସମାନ ସଂଶ ଫିଟାଇ ୫ କହ ଠାକୁଗୁଣୀ । ଯେମନ୍ତେ ୬ ପ୍ରଜେ ମୋତେ କରିବେ ଗୋ ପ୍ରଶ୍ନ କୋଦଣ୍ଡ ପାଣି ॥ ସନ୍ତକ କମ୍ ଦେଲେ ମସ୍ତକ-ମଣି । ପରୁ ଶ୍ଲେ ମୁଁ କସ କହିବ ଗୋ କହ ଗୁପଭ ବାଣୀ # ଆଉ କେତେକ ଦନେ ଗ୍ରାମ ଗୁଜନ । ରବନ୍ଧକୁ ମାଈଣ ଭୁମ୍ଭଙ୍କୁ ଗୋ ଏଥୁ ନେବେ ବହନ । ନୁହ ଦଳକ ଚନ୍ତା ଗୁଡ଼ ସକଳ । ବୋଲଇ ବଣି କହ ବିଶ୍ଵାସ ଗୋ ଶ୍ରୁତ ହେଉ ସୁଫଳ ୭ ଢଗ - ବଙ୍ଗାଳଶ୍ରୀ କହଇ୮ ହନୁ ଚୟକୁ ବୃତ୍ତନ ଗୁପର ବାରଭା ଭୋଭେ ୯ । ସେ କଥା ପ୍ରଭୃ ଗୁମୁରେ ଜଣାଇଲେ ଦୟା ବା କରିବେ ମୋତେ । ହରୁ ହେ ୧° " ଦିନେ ୧ ହେ ଶବ କୁମାର ଦେଖି ମୋତେ ମଦନେ ହୋଇଲ ବଣ ? ମାଂସ ଶୁଖାଇବା ସମୟରେ ହେଲ୍ ମୋର ପାଶରେ ପ୍ରବେଶ । ହନ ହେ । ୧୫୫ ୨- ପଡୁଛୁ ପୋଥିପାଠ । --କେତେବେଳେ ପୋଥପାଠ । ୩–ବନେ ପୁସ୍ତକପାଠ ୪- ଚନ୍ଦ୍ର ମଣି ପୋଥପାଠ । ୫- ଫେଡ଼ ପୋଥିପାଠ । ୬- କେମନ୍ତେ ପୁସ୍ତକପାଠ ୭- ସଫଲ ପୁସ୍ତକପାଠ । ୮- କହି କହି ପୋଥିପାଠ । ୯ ମୋତେ ପୋଥିପାଠ । ୧୯– ପ୍ରତ୍ଯେକ ପଦ ଶେଷରେ ହନୁ ହେ ପାଠ୍ୟ ପୁସ୍ତକରେ ନାହିଁ । ୧- ବିଜେ ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୭
ଦେଖଣା