Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

189 ସ୍ତନେ ମୋହିର୍ ନଖାନ୍ତରେ ମାରନ୍ତେ । ବୁଧୁର” ହୋଇଲ୍ ଜାତ । ତାହା ଦେଖି ରଘୁକୁଲର ଚନ୍ଦ୍ରମା କଲେ ତାକୁ କୋପଚଷ୍ଟ ୪ || ହନୁ ହେ । ଲୁଣ ଗୋଟିଏ ଆସନ୍ତୁ କାରି ବ୍ରହ୍ମ ମନ୍ତ୍ରରେ ପ୍ରୟୋଗ କଲେ । କାଳର ଜୀବନ ସେନିଣ ଆସିବୁ ବୋଲ୍ ଢାକୁ ଆଜ୍ଞା ଦେଲେ ॥ କାକ ପଲାଇ ଓଁ ଭୁବନେ ବୁଲ ହନୁ ହେ || ଶରଣ କେହି ନ ଦେଲୁ । ସେ ପୁଣି ୬ ଶ୍ରୀଘ୍ରମ ଚରଣ ତଳେ ପଞ୍ଜି ଅସି ଶରଣ ପଶିଲ | ହନୁ ହେ || ଯାହାର ଶର ସିଂ ଭୁବନେ ଗୋଡ଼ାଇ୭ ଶତ୍ରୁ କରଇ” ବିନାଶ । ସେ ଶରମାନ ଭୃଣୀକୁ କ ପେଥିଲେ ରବଣ ନୁହନ୍ତି ନାଶ ॥ ହନୁ ହେ !! ଏଣୁ ଶର୍ଭଇ ମୋହଠାରେ ଆଉ ୧ ନାହଁ ପ୍‌ଟ ଅନୁଗ । ଆଦୃଶ୍ୟ ଗୁପତ କଥାୟେ କହିବ ପବନ ସୁତ ଭୋ ଆଗ । ହନୁ ହେ ଦିନେ ମୋତେ ବେଣ କରି ଜାନୁରେ ମନଶିଲେ ଗେରୁ ଘୋରଣ ୧ ଭଲକ ରକ୍ତ ହନ୍ ହେ | ବସାଇଲେ ଚନ୍ଦ୍ରକୁ ଲେ ମୋର ଲଲଟେ ।) ଏହି ସମୟରେ ଶବ୍ଲକ ଧରଣ ବୋଲଣ ଅଛନ୍ତି ଯାହା । ସେ କଥା ବର୍ସେଇ ଦୟାବା କରିବେ ଶରୁ ଆଇକୁ ୧୨ ରୁ ଯାହା । ହନୁ ହେ ॥ ଯାହା ଦେଖୁଛ ଏ ବେଦନା ମୋହର ଏକାନ୍ତରେ ୩ ଜଣାଇବ । ଲକ୍ଷ୍ମଣ ସହରେ ପ୍ରଭୁଙ୍କୁ ତୁମ୍ଭର ବାରେ ହେଲେ ଅଣାଇବ ୧୪ | ହନୁ ହେ | । ୧- ନଖଘାଇ ପୋସ୍ତ୍ରପାଠ । ୨- କରନ୍ତେ ପୋଥପାଠ । ୩- ସେର ପୋଥପାଠ ୪- କୋପଜାର ପାଠ । *- ବ୍ରହ୍ମଅସ୍ତ୍ର ପ୍ରାୟେ କଲେ ପୋଥପାଠ୍ୟ। ୬– ଶୁଣି ପୋଥପାଠ । ୭- ଖୋଜଣ ପୋଥପାଠ । ୮- ଶବ୍ଦ କୁ କରେ ପୋଥପାଠ । ୯- ପର ପୋଥପାଠ । ୯– ଜାରୁ ପୋଥରେ ନାହିଁ । ୧୨-ତୁମ୍ଭେ ଜଣାଇବ ପୋଥପାଠ । ୧୩-ବାରେମା କଣ୍ଠ ଘେନ ଆସିବ ପୋର୍ଶ୍ୱପାଠ । ୧୧- ଗୋଲଣ ପୋଥୁପୀଠ । ପୁସ୍ତକ ପାଠ । ୧୪- ବେଗ