ସୁନ୍ଦର କାଣ୍ଡ ଜାଣିଲ ପ୍ରଭୁଙ୍କ ବିଶ୍ଵାସୀ ସେବଳ ଅ୫ ହେ ଅଞ୍ଜନା ସୁଢ । କେବଲ ଜୀବନ ମାସେ ମୋର ଥବ ଆସିବ ତୁମ୍ଭେ ଭୂତ । ହନୁ ହେ ଠାକୁରଣୀ ବାଣୀ ଶୁଣି କପିମ ମନରେ ବର କଲେ । କାର୍ଯ୍ୟ ସିଦ୍ଧ ହେବ ଅସୁର ଥୋଳାଏ ମାଈ ଏଥୁଁ ମୁହଁ ଗଲେ । ସମ ଘରଣୀ ଷ୍ଟେଇ ଆଣି ସୁଖେ ରଖି ଅଛୁ ଦଶଶିର । ଅଜ ମୁଁ ଉଚ୍ଛିନ୍ନ କରିବ ଭୁବନ ମାଈ ଥୋକାୟେ ଅସୁର ୧ । ପୁଣି ବସ୍ତୁରଲେ ପୁର୍ଣ ଅଧୁକ କରିଛ ଏ ମଧୁବନ । ଏହା ମୁଁ ଭଙ୍ଗିଲେ ଅସୁର ଅଇଲେ ତେବେ ହୋଇବ ନିଧନ । ମଧୁ ବନରେ ସେ ଯେତେକ ରକ୍ଷସ ମୋ ସଙ୍ଗେ ଆସି ଯୁଝିବେ । ରମ ପରସାଦେ ସବୁଙ୍କୁ ମାଈ ଗୋଟିଏ କଲ ନ ଯିବେ ॥ ଗ୍ରାମ ମୋର ପିଢା ସୀତା ମୋର ମା । କାହାକୁ ମୋର ସେ ଭୟେ । କିସ କରିବ ଏହା ଗୁର ଗ୍ରବଣ କୋଟି ହେଲେ ନର୍ଭସ୍ତେ ୨ । ଏଭେ କର ମେଲଣି ମାଗିଖ ୩ ମଧୁ ବନେ ପରବେଶ । ସମସ୍ତ ଭରୁ ଭଙ୍ଗି ବାରେ ଲାଗିଲେ ଉଣେ ବଶି ଗୁମ ରସ ୱ ଶ୍ରୀଘ୍ରମ ଦୃଢ କରଣ କାର୍ଯ୍ୟ ସିଦ୍ଧ, ପ୍ରବଣର ସ୍ନେହ ଅନ୍ଧ ମଧୁବନ ଗଗ-- କାଫି ହର୍ଗର ! ଅସୁର ମାରବାକୁ କରେ ସଧ । ଏତେ ଭଲ ବକା ଭିତରେ ପଶି । ହରବାର ! ଭଙ୍ଗି ବାକୁ କରେ ମନ || ହବର ! ଢରୁ ଉପଡ଼ଣ ଫଲ ଭୂଖେ ବସି || ସ୍ଵର୍ଗସାର ଜରୁ କରେ ନାରଖାର । ହର ! ଭସାଇଣ ଦେଲ୍ ସେହ ଜଲଧୁର *] ୯- ଏହି ପଦଟି ପୁସ୍ତକରେ ନାହିଁ ! ୨~ ଏହି ଦୁଇ ପଦ ମଧ୍ୟ ପ୍ରକାଶିତ ପୁସ୍ତକରେ ନାହି । ୩- ହୋଇଣ ପୁସ୍ତକପାଠ ! ୪- ଏହି ପର ପୋଥରେ ନାହିଁ । ଶୁଣି ପ୍ରବଣ ପେଷୁ କଙ୍କର ଗଣ । ୧୫୭
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୧୯
ଦେଖଣା