Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୫୮ ପ୍ରଲୟ କାଳରେ କି ପ୍ରଖର ବାଢ । ହରଗର ! ହାଦେ ମଧ୍ୟ ବନଳା ହେଇ ନିଜ ରକ୍ଷାସୁର ମାନଙ୍କୁ ଜୀବନେ ମାଈ । ହରବାର ନାମରେ ଗୁହାର କଲେ ଅମଟ୍‌ର । ସୀତା ପାଶେ ଦେବ କି କି କରୁଥିଲ । . ହରଝର ! କି ଶୁଣି ଭାହାର ମୁଖୁ ଏହା କଲ । ଶୁଣି କ୍ଲବଣ ପେଷୁ ଶଙ୍କର ଗଣ ! ହିରଙ୍କର ! ଶିଳା ଜରୁରେ ସବୁର ନେଲ ପ୍ରାଣ । ଶୁଣି ଗୁଜା ମନ୍ତ୍ରୀ ୨ ଦୃଢ ପେଧିଦେଇ । ହରଙ୍କର । ହାନେ ସାଢ଼ ଝରଙ୍କର ପ୍ରାଣ ଗଲା || ଶୁଣି ଗ୍ରବଣ ପେଞ୍ଚେ୪ ଅକ୍ଷୟୁ କର । ହରବର ! ଭାନ୍ଧି ସଙ୍ଗେ ସମର କଲ୍ସ ଆସର ॥ ବହୁ ରଣ କରି କଲ୍ ଭାକୁ ଦୃଢ । ହରଗର ! ସୈନ୍ୟ ସଙ୍ଗେ ମାଇଲ ପ୍ରବଣ ସୁଭ || ଜାମ୍ବମାଳୀ* ସହଜରେ ସେନା ପଞ୍ଚ । ହରିବୀର , ପଞ୍ଚଦ୍ମ କରନ୍ତେ ଭଡ଼ କଲେ ଉଚ୍ଚ ।) ପୁନ୍ଦ ବଧ ଶୁଣି ଧ୍ଵଜା ଶୋକ୭ କଲ । ହରିବର । ଏତେ କାଲେ ମୋତେ ପୁଞ୍ଚି ଶୋକ ହେଲା ॥ ବାଲୀ ସୁଗ୍ରୀବ ଥିବା ଦୁନ୍ଦୀ ହନ୍ତୁ । ଉଶର ! ଏଭେ ସୈନ୍ୟ ମାଇଲ୍ ପବନ ସୂରୁ ॥ ବଡ଼ ୯ ବଲାପ କରନ୍ତେ ଦଳନ । ହରର ! ବୋଲେ କପି ରଜତ ୧୧ କୋପମାନ ॥ ୧- ଶାଲ ଭରୁରେ ପୋଥିପାଠ । ୨- ସୁର୍ଥ ପୁସ୍ତକପାଠ । --ସାତ ମନ୍ତ୍ରୀ ସୁଭ ପ୍ରାଣ ହାଈନେଲ ପୋଥପାଠ । ୪- ପୁଣି ପେଷିଲ ପୁସ୍ତକପୀଠ । ୫- ଜମ୍ବୋମାବାଲୀ ପୋଥପାଠ । ୬– ମନ୍ତ୍ରୀ ପୋଥପାଠ । ୭- କୋପ ପୋସ୍ତ୍ରପାଠ । ୮- ଦୁଦେଇ ପୋଥପାଠ । ୧- କହି ପୁସ୍ତକପାଠ । ୧° ମେଘନାଦ ପୋଥପାଠ ।