- ସୁନ୍ଦର କୀଣ୍ଡ କଳଶ ବାଣୀ ୧ ରବଣ ହଲପ ଶୁଣି କ୍ଷୋଭ ଝର । କର ଯୋଡ଼ ବୋଲଇ ଶୁଣିମା ଦଣ୍ଡଧର । ସନ୍ତାପ ଭେକିଶ ଏବେ ଆଜି ଦିଅ ମୋତେ । ଏହିକ୍ଷଣି ବାମ୍ଫ ଆଣିବଇଁ ମୁଁ ଭୃଦ୍ଧରେ ପୁଏ ମୁଖୁ ଶୁଣିଣ ବୋଲଇ ଦଶଖିର । ଯାଅ ବାରୁ ବେଗ ହୋଇ ୨ ବାନରକୁ ଧର ୩ | ସାମାନ୍ୟ ରୁହଁ ଇ କପି ନ ଯିବ ଭରସି ୪ | ସିନ୍ଧୁ, ଡେଇଁ କର ଲଙ୍କାକୁ ଅଛୁ ଆସି । .. ପ୍ରାରଧୀନ ହୋଇ ତାର ସଙ୍ଗେ କର ରଥ । ରଥଚର ଶସ୍ତ୍ରୀକର ଧନୁଶର ଧର । ଏସନ କହ ପୁର୍ବକୁ ପେଷିଲ ରବଣ ) ବାହାର ହୁଅନ୍ତେ ସୈନ୍ୟ ଲମ୍ବା ବାଣ୍ଡ ପୁର୍ । ଦେଖିଲ୍ ଅଶୋକବନ ୫ ହୋଇଅଛୁ ପତ୍ନୀ । ଦଶୁଅଛ ସବୁଠାରେ ଶବ ଗଦା ଗଦା !! ସିଅରୁ ବୋକା ୬ କପି ମହାବଳୀ । ଦେଖି ଶ୍ରବଣ କୁମର ସମ୍ମୁ ଖଟରେ ମିଲ । ସମ୍ପ୍ର ସମ୍ପ୍ର ନାଚ୭ କରନ୍ତେ ତାକୁ ଦୃଷ୍ଟି । ମହାମୁନୀଶର ଭୀର ଅଙ୍ଗରେ ନ ଫୁଟି !! ଅନେକ ସଇନ ହଅନ୍ତ କ୍ଷ କଲ୍ । - କୃଷ୍ଣ କଲା ବାଣୀ ପୋଥପାଠ । ଘବଣ-କୁମର ଭାକୁ ୮ ସମରେ ହାଈଲ ॥ ୨- ବେଗ କରି ପେଥୁପୀଠ । ୩- ମାର ପୋଥପାଠ । ୪- କ୍ଲବ ଭାରସି ଆସି ପୋପାଠ । ୫- ଓଶୋକ ସେଥୁପାଠ । ୬– ଭୃଣସ୍ତମ୍ଭେ ପୁସ୍ତକପାଠ । ୭–ସହସ୍ର ନାରାଜ ପୋଥପାଠ । ୮- ତାହା ପୋଥୁପୀଠ । ୧୫୯
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୧
ଦେଖଣା