Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

150 ଲଜ୍ଜା ପାଇଣ ଅସୁର କଲା ମହା ଋଣ ଓ ବ୍ରହ୍ମ ପାଈଁ ମହୌ ଣ ପଥିଲା ସେହିକ୍ଷଣ ! ଶିଘ୍ର ପାଶ ବାନ୍ଧଲକ ହନୁମନ୍ତ ଗାନ୍ଧି । ଦେଖି ସାନନ୍ଦ ହେଲ୍ ରବଣର ପୁନଃ ॥ ହରୁ ବିଶଲ ମନେ ଏ ଭ ବ୍ରହ୍ମ ପାଶ । ଏହା ଯଣ କମ୍ପା ମୁହଁ କରିବ ବନାଶ । } ରାବଣ ପାଶକୁ ଯିବ ବନ୍ଧା ହେଲେ ସିନା ଏମନ୍ତ କରୁଶ୍ ହନ୍ତୁ ହୋଇଲ ବନ୍ଧନା । ଅସୁରଙ୍କ ହାତରେ ଘେନାଇ ଗଲ ହନୁ । ରାବଣ ଗୁମୁରେ କଲ୍ ଭାବରେ ସୁନୁ ।) ଦେଖିଣ ଆନନ୍ଦ ହୋଏ ବିଶ୍ରବା କୁମର । ହରୁକୁ ର୍‌ହଣ ବୋଧେ ବୋଲ୍‌ଇ ଉତ୍ତର । କେବଣ ଦେଶରୁ କପି ଅଇଲ୍ ରୁ କେଣେ । ଲଙ୍କାରେ ପଶିଲୁ ମୋର କେବଣ କାରଣେ ।) ଏ ମୋହଉ ମଧୁବଳ କମ୍ପା କଲୁ ନଷ୍ଟ । ଅକ୍ଷୟକୁମର କ୍ଷୟୁ କଲୁରେ ୩ ପାପିଷ୍ଣୁ ହନୁମନ୍ତ୍ର ବୋଲନ୍ତ ଶୁଣରେ ଦଶଗିର ! ନାମ ମୋର ହନୁମନ୍ତ ପବନ କୁମର ।! ବାଲୀ ସୁଗ୍ରୀବଙ୍କର ମୁଁ ଭଜା ଅଇ । ଏବେ ରଘୁନାଥଙ୍କର ଚରଣେ ଖଇ । ସୁର୍ଗା ସଙ୍ଗେ ମିନ୍ଧ ହେଲେ ଦଶରଥ ସୁଭ । ଏକା କାଣ୍ଡକେ ବାଲୀର ପ୍ରାଣ କଲେ ହତ । କର୍ଷ ବା କଟକେ କଲେ ସୁଗ୍ରୀକ ନୃପତ । ଶ୍ରୀରମଙ୍କୁ ସେବ। କଣ୍ଠ ଭୁଞ୍ଜିଲ ୪ ନଭୁତ ( ୧-ମାୟୁ(ରଣ ପୁସ୍ତକପାଠ ୨-ଗବଣକୁ ଦେଖିବ ବନ୍ଧନ ହେଲେ ସିନା ପୁସ୍ତକପାଠ । ୩-ମାଇଲ୍ ପୋଥପାଠ - ସେବାକଲ୍ ସେଣି ପୁସ୍ତକପାଠ |