Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୁନ୍ଦର କାଣ୍ଡ ଋକ୍ଷ ଚୀନର ହୋଇଲୁ ଶ୍ରୀରାମଙ୍କ ଦାସ । ସୀତା ଖୋଈବାକୁ ପେଷିଛନ୍ଦ୍ର ଦଶ ଦଶ । ସମୁଦ୍ର ଡେଭି ମୁହଁ ଲଙ୍କାକୁ ଅଇଲ l ଅଶୋକ ବନରେ ମୁହଁ ସୀତାଙ୍କୁ ଦେଖିଲ୍ (? ଯୁବଢା ରୁଗୁଲ ଆଣି ବୋଲଡ୍ ରୁ ବୀର । ଆଜ୍ଞା ନାହି ନୋହିଲେ ମୋଡ଼ରୁ ଦଶଗିର ॥ କରନ୍ତୁ ପାଶେ ମୋତେ କଚ୍ଛୁ ବନ୍ଧକ । ଓପାଡ଼ା ନେଇ ପାରଇ ଢୋ ଲଙ୍ଗୀ ଭୁବକ on କୋପରେ ଗ୍ରବଣ ପ୍ରହସ୍ତଲୁ । ଆଜ୍ଞାଦେଲା ! ବାନରକୁ ଆଣି ଶୂ ଦିଅରେ ବୋଇଲ ! ଆଜ୍ଞା ପାଇଣ ଅସୁରେ ଚଉପାଶେ ବେର୍ଡ଼ । ବୋଲେ ବିଶି ନାନୀ ଶସ୍ତ୍ର ମାନନ୍ତ ପହୁଡ଼ ( 151 ଦୂତ ଅବଧ ବଧ ନୁହେଁ ଉଚିତ ଲଙ୍ଗ ଡ଼ ଏହାର କର ଖୁଣ ॥ ତୋଡ଼ କର ଯୋଡ଼ କହେ ବିଭୀଷଣ । ସେ ଦେବ ମୋର ବଳୟ ଶୁଣି । ଅନଳ ଲଗାଥ ଏହା ପୁଚ୍ଛ । ହସିଣ ବୋଲଇ ଲଙ୍କେଶ୍ବର । ବିଶେଷ କରି ଲଙ୍ଗ ଲ ସାର । ଏହାକୁ ବନ୍ଧନ୍ତୁ କଢ ମୋକ୍ଷ । ଡେଙ୍ଗ ଗ ବଜାଇ ଲଙ୍କାରେ ବୁଲିଲ ହୃଡ଼ପଥ ପବନ ବଢୁ ୫ ॥ ଲଙ୍ଗ ଲେ ବସନ ଗୁଡ଼ିଆଇ ଏବେ ଚାଳ ଭହଁରେ ଭଇଲ ଧାର ॥ ଆଜ୍ଞା ପାଇ ପରରମାନେ । ବସନ ଆଣିଲେ ଭୋଷମନେ ? ହରୁ ଲଙ୍ଗ ଡ଼େ ଗୁଡ଼ଆନ୍ତେ ବଢ଼ଇ ଭଲ ନ ପାରନ୍ତି ଅନୁମାନେ ॥ ୧- ଓଶୋକ ପୋଥିପାଠ । -- ଭୋର ପୁସ୍ତକପାଠ । ୩ ପ୍ରଶସ୍ତ ପୁସ୍ତକପାଠ । ୪- ହାଣି ପୋଥପାଠ । ୫-- ଗୁଡ଼ିଅ ପବନ ବସ୍ତ୍ର ପୁସ୍ତକପାଠ ।