ଗ୍ରାମଲୀଳା ଯେତେ ବସ୍ତ୍ର ଲଙ୍କାଗଡ଼େ ଅଳ୍ପ । ହନୁ ଲଙ୍ଗ ଡ଼କୁ ନ ଅଣ୍ଡଲ । ୧ଲଜ୍ଜା ପାଇ ପୁଣି ଗ୍ରବଣ ଭଣ୍ତାରୁ ବହୁଜ ବସନ ଅଣାଇଲ । ଲଙ୍ଗ ଡ଼େ ବମନ ବେଢ଼ାଇଲେ । ବ୍ରହ୍ମବରୁ ବ୍ରହ୍ମ ପାଶୁ ମୁକ୍ତ ହେଲେ ଲଙ୍କା ରକ୍ଷସ ଗୁଧୀମାନେ । ବର ବୋଲନ୍ତ ଶଡାକରେ କର୍ମ; ଅନେକ ଭଇନର ଡ଼ାଇଲେ । ଅନଳେଇ ପୁଚ୍ଛ ଗୁଡାଇଲ୍ ୩ || ଦେଖନ୍ତି ବନ୍ଧନ ୪ ହନୁମାନେ । ଆରୁ ନ ପେଷିଲେ ଦଶାନନେ || ରଜ ରେ ଯେଣ୍ଟ ବନ୍ଧନେ କଲେ । ଅସୁରେ ସେ କଥା ଜାଣି ନ ପାରିଲେ ବ୍ରହ୍ମପାଣ ହତ ମାନ୍ୟ ହେଲେ । ହନୁ ପାଶରୁ ଅନ୍ତର ହେଲେ ॥ ଲଙ୍କା ଗଡ଼ଯାକ ବୁଲଇଲେ । ଦ୍ଵାରେ ବ୍ରାରେ ମାଡ ମଗୁଇଲେ । ପୁଚ୍ଛରେ ଅନଳ ଜଳୁଥିଲା । ହନ୍ତୁ ଶୁଣିଣ ଫେଡ଼ଲେ ଆଖି । ମିଛେହେଁ ହନୁ ଅଶକର ହୁଅନ୍ତେ ରବଣ ଗୁମୁରେ ଜଣାଇଲେ ୬ ବୋଲ୍ ପାମର ଅକ୍ଷ ନନ୍ତ କରି ଏବେ ଆପେ ମନ୍ତ୍ର ॥ ଏହିକ୍ଷଣି ଭୋର ଭୁବନ ଦବ ପାଇକ ଆପଣେ ରଖି ॥ ଚୁମୁକ୍ତି ହନୁକୁ ଅଣାଇଲି । ବୋଲନ୍ତ ଶୁଣରେ ବଂଶ ଆଖି । ଏତେ ବୋଲ୍ ଜଗଷ୍ଟରେ ବସି । ପୁରେ ପୁରେ କଲ୍ ଉସ୍ମରଣି । ଲିଙ୍ଗ ଲ ଅନଲେ ସମସ୍ତ ଦହଲ୍ ଅନାରୁ ୭ ହୋଇଲେ ଲଙ୍କବାସୀ ଦୋଷୀ ଅଦୋଷୀ ୮ ସର୍ ପୁର । ଘରେ ନ ଚୁଡ଼ଇ କପିସ୍କର । କେବଲ ଅଶୋଳ କାନନ ଗୁଡ଼ ପୁଷ୍ପକ ଶ୍ରମାନେ ଲଙ୍କପତ । ବୋଲଇ ବଶି ଲଙ୍କା ବାହ୯ ଦେଖଇ ଆକାଶେ ରହି ବିକଳ ମଣ୍ଡ ॥ ଅଙ୍ଗାର କରୁଛୁ ରନ୍ପୁର !! ବସାଇ କୁଟୁମ୍ବ ପୁର୍ବ ନାହିଁ । ହନୁମନ୍ତ ପୋଡ଼ାଇଲେ ପୋଶ୍ୱପାଠ । ୯--ଲକ ପାଇଣ ପୋଥୀପୀଠ । --ଗଡାଇଲେ ପୋଥିପାଠ । ୩-ପାଶରୁ ମୁକଭ କରଣ ଅନ ୪-ଏପରି ପୋଥପାଠ । ୫ -- ଅନ୍ୟପାଶରେ ପୋଥିପାଠ ୮ ୬-ଗୁମୁଗ୍ଧ ହକୁ ପୋପାଠ । ୭-ଅନାଥ ପୁସ୍ତକପାଠ । ୮-ବ୍ୟାକରଣ ଅନୁସାରେ ‘ଅଦୋଷ’ ହୁଏ ନାହି, ଅଦୋଷ ବା ‘ନଷ’ ହେବ । ୯-ଲଙ୍କାପୁର ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୪
ଦେଖଣା