Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୁନ୍ଦର କାଣ୍ଡ ଗୁଗ— ବସନ୍ତ ଏକ ଅସ୍ପୃକ୍ତ ଅଶୋକ ୯ ବନେ ଯାଇ କହୁଙ୍କ କାନଙ୍କ ପାଶେ । ଯେଉଁ ମର୍କଶ ମଧୁବନ ଊଇଁ ସ ତାକୁ ନେଲ୍ ନାଗ ଫାଣେ । ଲଙ୍ଗ ଡ଼େ ଭାର ବସନ ଗୁଡ଼ିଆର ଉଇଲମାନନ୍ତ ଇଡ଼ ୨ । ଅନେକ ପ୍ରକାରେ ମାଡ଼ ମୟୂରଣ ଦେଲେ ତାର ପୁଚ୍ଛ ପୋଡ଼ା ! ବଲ ୬ ପ୍ରକାରେ ଦଶୁନାହଁ ମୋତେ ଯାହା ମୁଁ ଅଇଲ ଦେଖି । ନିଶ୍ଚସ୍ତେ ଅନରେ ପୋଡ଼ ମାରୁଛନ୍ତି କେ ଭାଲୁ ପାରିବ ରଖି ॥ ବାଜର ହୋଇ ଅସୁରଙ୍କୁ ମାଇଲ ଅକ୍ଷୟ ଓ କଲ ବକାଶ ! ଏବେ ଅସୁରଙ୍କ ହାତରେ ପଞ୍ଝାରୁ ଆଉ କ ଜୀବନେ ଆଶ । ଶୁଣିଣ ଜନକ-ନନ୍ଦନା ଆଗଙ୍କ ୫ ହୋଇଣ ବଲାପ କଲେ । ଅଗ୍ନି ଦେବତାଙ୍କୁ ବୃଢାଞ୍ଜଳ ହୋଇ ବହୁତ ସ୍ତବ ୬ ପଢ଼ିଲେ । ସଲୀଲ ପ୍ରାୟ ହୋଇବ ହସୁ ହସୁ-ପୁଚ୍ଛ ନୋହିବ ବିନାଶ । ଯେବେ ମୁଁ ନସ୍ତେ ପଶବ୍ରଭା ଅଇ ହନୁ ଯିବ ସ୍ବାମୀ ପାଶ ॥ ମହାସଜ୍ଜା ଆଜ୍ଞା ପାଇଣ ଅନଲ ଚଢ଼ନ୍ତୁ ଶ୍ରୀଭଲ ହେଲେ । ହନୁମନ୍ତ ଏହା ଦେଟିଣ ହରଷ ବିସ୍ଟ ହୋଇ ରହିଲେ । ମନେ ବରଲେ ଶ୍ରୀଘ୍ରମ କରୁଣା କ ଥିବା ଜାନଙ୍କ ଦୟା । କିବା ଅନଲ ଦୟା କରି ମୋତେ ଦହନ ନ କଲେ କାୟା ।, ଅନାଇ ଅଛନ୍ତ ମହା ମହାପରେ ମୁଖୁ ନ ସ୍ଫୁ ରଇ ବାଣୀ । ବୋଲେ କଣି ହନୁ ଅସୁରଙ୍କୁ ଦଶେ ପ୍ରଲ ଅନଲ ଜାଣି ୧- ଓଶୋକ ପୋଥିପାଠ । ୨-ପାଡ଼ ପୋଥପାଠ । ୩-କରମ୍ ପୋଥୁଆଠ । ୪-ଅସୁର ପୋଥ‌ିପାଠ । ---ଅଭଙ୍ଗ ପୋଥପାଠ । ୬-ସ୍କୁଲ ପଡ଼ିଲେ ପୋଥିପାଠ । com