158 ରଗ- ମୁଖାରୀ ନ ପ୍ରଲୟ କାଳର ଦୃଢାଶନ । ସେହି ରୁପେ ଗୁଣ ଭୁବନ । ଶଙ୍କା ପାଇଲେ ଲଙ୍କା ରକ୍ଷସ ଉଷୁ ଛଡ଼ାଇଣ ଆଶ | ସର୍ବ ଅସୁରେ କରନ୍ଧ୍ର ହା ହା ବାନର ଲଙ୍କା କରୁଛ ବାହା । ଗବଣକୁ କରନ୍ତି ସ୍ଵକ୍ର । ପୁର ବହୁଅଛୁ ବନଚର । ଗୁଡ଼ କୁଟୁମ୍ବର ପ୍ରଶ୍ନ ଅଶ । କେହି କରଣ ଅଛି ସ ହସ । କେତେ ଦନୁଜ ପୋଡ଼ମଲେ । ପୂର୍ବକୁ କେ ପିଠିରେ କଲେ । ସୁରପୁରେ ଯେବଣ ଦୁର୍ଲ୍ଲଭ । ହନୁରେ କଈ ପାଇ ଆତ୍ସବ । ଲଙ୍କା ପୋଡ଼ ମରୁଢ ନନ୍ଦନ । ବଇଦେବୀଙ୍କି କଲେ ସ୍ପର୍ଶନ । ଶୁଣିମା ଜଗତ ଠାକୁଗୁଣୀ ! ନାଶିବେ ସେ ଶ୍ରବଣ ଶ୍ରବଣି । ଶୁଣି ସ୍ପଷ୍ଟ ଜନକ-କ୍ରମାସ । ଅବଲମ୍ଭେ ଆଣ ରୂପଧାର । ଯେହ୍ନେ ଦହର ବସ୍ତି ଭୁବନେ । ଅ ବନ ନହନ ୨ ॥ । । ଜୀବନକୁ କରି ପ୍ରଶ୍ନ ଆଶା ବାସ କଲେ ସଗ୍ରେଟର ପାଣି ॥ ଦେଖୁଅଛି ଦେଖ ବଂଶ ବାହା । ବାରୁ ଇବ ନ କରେ ଜାହା ! କେତେ ବଜସ୍ଵୀ ରୁ ୟୁପୁର ! ଦେଖି ହସନ୍ତ ସକଲ ସୁର ! କେନ୍ଦ୍ର ଜଲଧ୍ୟରେ ଦେଲେ ଝ ମ ! କୂପ ଭକ୍ତରେ କଲେ କବାସ ୫ ॥ କେତେ କାହଁ ପଲାଇ ଗଲେ । କେହି ଦନ୍ତେ ତୃଣ ଧରଲେ ! ରଖିଥିଲେ ଭା ଅସୁର ସଙ । ଦ୍ରବ୍ୟ ବାହନ ୬ ତା କଲେ ଗର୍ଭ । ଲ ଜଗଇ ସାଗର ସ୍ନାନ ୭ । କର ଯୋଡ଼ଣ କହେ ବଚନା୮ ( ଘେନ ଆସଇ କୋଦଣ୍ଡପାଣି । ହେଉଅରୁ ଗୁମୁରୁ ମେଲଣି ॥ ବାକୁ ନ ରହି ଅସୁର ସୁରୀ । କିନ୍ତୁ ଶୁଣେ ପ୍ରଣମିତ କଣ୍ଠ । ହନୁ ଲଙ୍କାରୁ ବାହାର ହେଲେ ! ସୁବଳ ଗିଈ ଶିଖେ ଉଠିଲେ । ଫଲଜଲେ ଭରୁ ଶାନ୍ତ କଲେ । ସେଠୀବରୁ ସିନ୍ଧ ଡେଇଁଗଲେ | ୧-୬ନଭୁବନ ପୁସ୍ତକ ପାଠ । --କରେ ବାନର କରୁଛୁ କାହା ପୋଅପାଠ । ୩-ଠିକ ଅସୁର ପୋଥପାଠ । ୪-ଅସ୍ତ ଆଶ ପୋଥିପାଠ । * ନୃ ପଣ୍ଡରେ କଲେ ନବାସ ପୋଥପାଠ । ୬-ହବ୍ୟ ବାହନ = ଅଗ୍ନି । ୭- ଏ ପ ପୋଥରେ + ନାହଁ । ୮-ଏ ପଉଟି ପୋଥରେ ନାହିଁ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୬
ଦେଖଣା