Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୨୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

199 ଘୁମରଳା ଦେଖିଲ୍ ଦେଖିଲ ଲଙ୍କାଗଡ଼ରେ ସୀତା । ଅଶୋକବନେ ଅଛନ୍ତି ଲଭ ଦୃଶଢା । ହନୁ ମୁଖରୁ ଶୁଣିଣ ସକଲ ଦୂରେ । କାର୍ଯ୍ୟ ଲଜ୍ ବାହୁଡ଼ି ଅଇଲେ ଭୃଗ । କରି ବା ମଧୁବନରେ ହେଲେ ପ୍ରବେଶ ) ଦମୁଖ ଦଣ୍ଡା) ଭୋଟା କଲେକ ଧ୍ଵଂସ ବାଉଭା ପାଇଁ ସୁହାଁ ହୋଇଲେ ତୋଷ । କରଯୋଡ଼ ଜଣାଇଲେ ଶ୍ରୀମ ପାଶ । ଏହି ସମସ୍ତେ ପ୍ରବେଶ ମର୍କଟ ବୀତ । ସୁଗ୍ରୀବ ଦେଖିଣ କଉ ଦେଲେକ ଶିର । ସୁଖୀ ଶ୍ରୀଘ୍ରମଙ୍କୁ କରିଇଲେ ୟେ ଭେ । ଦେଖିଣ ଶ୍ରୀରଘୁନାଥ ହୋଇଲେ ଦୃଷ୍ଟି ।) ଅସ ଟହ ଅଙ୍ଗଦ ହଲୁ ସଜଳ ଝର । ଦେଖିଲ ଦେଖିଲ୍ ଟିକ୍ ଜାନଙ୍କ ମୋର । ହନୁକୁ ଆଗ କଣ୍ଠ ସକଲ କରେ । ଦୂରେ ଦେଖି ସାଷ୍ଟାଙ୍ଗେ ପଡ଼ଲେ ଭୁମିରେ ? ବେନ କର ଯୋଡ଼ଣ କହଇ ମାରୁତ । ଦେଖିଲ୍ ଲଙ୍କାରେ ଦେବ ଭୁମ୍ଭ ଯୁବନ୍ତ ॥ ସମୁଦ୍ର ଭରନ୍ତେ କି ହେଲ ବହୁତ । ତୁମ୍ଭ ପାଦ ଚନ୍ତୁ କହି ହେଲ୍ ମୁକର ।) ଦେବତା ନିର୍ମାଣ ଦେବ ଲଙ୍କା କଟକ । ପ୍ରାଚୀର ୩ ସହରେ ଭାର ପୁର ଜନକ କଟକ ନଗର ଭାର ସ୍ବର୍ଗରୁ ନହେ । ସୁନାସୀର ଧାଢା ଆର୍କ ଯାହାଙ୍କୁ ବହେ ॥ -ଦେଖିଲ କି ଲଙ୍କାଗଡ଼ରେ ସୀତା ପୁସ୍ତକ ପାଠ । ଏହା ପୃଥ ପକ୍ଷମାନଙ୍କ ଉକ୍ତ ହେଉଛି । କିନ୍ତୁ ପୋଥ‌ିପାଠ ଅନୁସାରେ ଏଠାରେ ହନୁମାନଙ୍କ ଉକ୍ତ ହେବା ସମୀଚୀନ । ୨ -ମସ୍ତରେ ପୋଅପାଠ । ୩-ପ୍ରାକାର ପୋଥିପାଠ ।