ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

I... ମଳ ଓଁ ଚନ୍ଦନ ଦେଇ ଅନ୍ତର୍ହିତ ହୋଇଥିଲେ। ଏହି ସ୍ବପଦର୍ଶନ ପରେ ସେହି ତୁଳସୀମ ଳାଧାର ଜନମ ଗର୍ଭଧାରଣ ପୂର୍ବକ ଯଥାକାଳରେ ବିଷ୍ଣୁ ଭକ୍ତ ପ୍ରଫ ପ୍ରସବ କଲେ । ସନ ୧୯୬୪ ସାଲ ଅଥବା ୧୭୫୭ ଖ୍ରୀଷ୍ଟାବ୍ଦର ଏହି ପ୍ରବସ ଗୋଟିଏ ସ୍ମରଣୀୟ ତଥ୍ୟ ।” ଅରମନ୍ୟୁଙ୍କ କନସ ରୁଳସୀ ଦେଖି ଉଦସ୍ତପୁର (କଉଷିଆ) ଗ୍ରାମର ବଖ୍ୟ ତ ଯନ୍ଥନାୟକଙଶ ସମ୍ଭବା ଥିଲେ । ସପତ୍ନୀମାନଙ୍କ ହୁଧରେ ସେ ଅଧିକ ଧନୁ ପରସ୍ପୃଣା ଥିଲେ । ଅଭିମନ୍ୟୁ, ତାହାଙ୍କର ଗର୍ଭଜ ନ ହେଲେହେଁ ଫଳରେ ଅମାତାଙ୍କର ସୁ ଥୁଲେ । ମୃତ୍ୟୁର କକାଳ ପୁଟେ ଉଦସ୍ତ ଜନକ ଆଉ ଏକ ସୁନ୍ଦ ଲଭ କରି ସୁଖୀ ହେଲେ ।” ଜାଣିବାର ସୁବିଧା ଲୁଗ ରଥଙ୍କ ପ୍ରଦତ୍ତ ଅଭିମନ୍ୟୁଙ୍କ ବଂଣା ରୁ ମଣିକା ନମ୍ବରେ ଉଚ୍ଚତ ହେବ :– (1 ବୟସ୍କ ସାମନ୍ତସିଂହାର ମହାପା ଓ (C ଖୋସାଲ ସାମନ୍ତସିଂହାର ଭଦ୍ରକର ସାମନ୍ତସିଂହାର ଅଭିମନ୍ୟୁ ସାମନ୍ତସିଂହାର ମହାପାତ ସୁରଥ ଗ୍ରେଭେସ୍ଟ ।” ସଦାନନ୍ଦ କବସୂର୍ଯ୍ୟ ବ୍ରହ୍ମା —ବୈଷ୍ଣବ ନାମ ସାଧୁ ଚରଣ ଦାସ,– ଅରମନ୍ୟୁଙ୍କ ଗୁରୁ ଥୁଲେ । ସେ ଯେ କେବଳ ବିଦ୍ୟାଗୁରୁ ଝଲେ, ଯାହା ରୁହେ, ଶିକ୍ଷାଗୁରୁ ମଧ୍ୟ ଥିଲେ । ବୈଷ୍ଣବ ସାଧାରଣ ନଳର ପରମାଗୁଧ ବଧାକୃଷ୍ଣଙ୍କ ପ୍ରେମ- ରସରେ ତାଙ୍କ ପ୍ରାଣକଲ୍ ଗୁଥ ଓ ଶିଷ୍ୟ ଅଭ୍ରମନ୍ୟୁଙ୍କୁ ନମ ପ କରିଥିଲେ । ସାଧୁଚରଣଙ୍କ ଗୁରୁ ପରମ୍ପଘ ଦର୍ଶନ କଲେ କୃଷ୍ଣ ଜଣାଯାଏ ଯେ ବସ ଗୌଡୀୟ ବୈଷ୍ଣବ ସଂପ୍ରଦାୟର ଅନ୍ତର୍ଭୁକ୍ତ ଥିଲେ। ତାଙ୍କ କୃତ "ଗୌରଚନ୍ତାମଣି”ର ପ୍ରଥମ ସ୍ଥଳରେ ଅଛି; K ମହାପ୍ରଭୁ ଶ୍ରୀକୃଷ୍ଣ ବଚୈତନ୍ୟ ସଙ୍କେଶ୍ଵର ।

ସେ ଆରମ୍ଭ ଗଦାଧର ପୂର୍ଣ୍ଣ ତ ଗୋସ୍ଲାମୀ ।