ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮୪
ବିଦଗ୍ଧ ଚିନ୍ତାମଣି

୮୪ ବଦଗ୍ଧ ଚନ୍ତାମଣି । ଶ୍ରୀ ପଦେ ଲକ୍ଷା ସତ । ଶ୍ରୀପଦ ସରୁ ଅର୍ଜିବ । ଶ୍ରୀମୁଖ ଅନାଇ ମୁହୂର୍ତ୍ତେ କପାଇଁ ଗରୁଡ଼ଗତ ବର୍ଜିବ । ୧୨ । ସେବା ସ୍ନେହ ବଢ଼ାଇବ । ଶେଜଶୁଆ ଛଡ଼ାଇବ । ସେ କୋମଳାଙ୍ଗୀକ ଆନନ୍ଦଦାୟୀକ ଗୃପରେ ପଡ଼ଡ଼ାଇବ । ୧୩ । ସାରଳାକ୍ଷ ନ ଏଡ଼ବ । ଶାଢ଼ୀ ପର ଜଡ଼ବ । ସାହିତ୍ୟପଠ୩ ଗହଣଖଣି ଗୁଇ ପ୍ରାୟୁ ନ ଗୁଡ଼ବ । ୧୪ । ସୁଲକ୍ଷଣାକୁ ଗୃହିବ । ଶୁଭ ଆଉ କି କହିବ | . ସୁର ଆଚରଣ୍ଡ ପଣକୁ ସେ କ୍ଷଣ ଈକ୍ଷଣ ଦାନ, ବହବ । ୧୫ । ସର କୋଳ ରଞ୍ଚିବ । ସବୁ ସମ୍ପଷ୍ଟି ସଞ୍ଚିତ । ସରପ ସାଗର ଅଭେଦ ହେବାର କଉଁ ଅଧିକ ପାଞ୍ଚ । ୧୭ । ଶରୀର ସାର୍ଥ କରିବ । ସର୍ପବଦ୍ଧ ଆଚରବ ! ସକମ୍ପ ଶ୍ରୀମୁଖେ ଗୁଡ ଛଡ଼ ଦୁଖେ ଢୋଇଲେ କସ କରିବ । ୧୭ । ସଭ୍ୟ ଆଗ କରଇବ । ସର୍ଜି ଖେଳେ ହରଇବ । ସନାଦକଙ୍ଗିଣୀ କରେ ପୁଣି ଜୀବ ଅବ ଭଗଇବ । ୧୮ । ସ୍ମମତକ ଛଳାଇବ । ଶୁଝିବାକୁ ବଳାଇବ । ମୁଖୀନ-ବସ ନା ଢୋଲ୍‌ବେ ସର୍ଭେ ନା ତୁଣୀ ହେତୁ ଚଳାଇବ । ୧୯ । ସୁମତ-କର ଧରଚ । ଶୁଣା କଙ୍କିଣୀ, ଭରତ । ଶୁଣି ମୋହୋ ଭାଷା ବଳା ଖଞ୍ଜି ଘୋଷ' ଚରଣ ଧର ବାରବ । ୨° । ସୁବେଣୀ ନାଶ ଦେଖିବ । ସୁମେରୁ ପଡ଼େ ରଖିବ । ସୁମତ ମୋ ବାଣୀ ଶୁଣି ନାସାମଣି ନଇବ ପରଖିବ। ୨୧ । ସପତ ମୋର ସ୍ପଷିବ । ସପ୍ତଦିବସ୍ଟା ତୋଷିକ । ସପ୍ତକମନାଦ ଶୁଣି ମୁଁ ଆନନ୍ଦ-ରସ-ସାଗରେ ଘସିବ । ୨୨ । ସେ ଅନ୍ତେ ବାସ ହରିବ । ସ୍ନେହରସ ବରଦ । ସେ ବ୍ୟାଜସେଦନେ ଆଜିନିଧୂନନେ ଆନ ଦେଲେ କ କରିବ । ୨୩ | ସାରଣା ଆଗ କରିବ । ଶାଢୀ଼ଦେବା ଆଚରବ । ଶାଢକୁଗୋର ବୋଲି ସତ୍ୟ କରି କାମନାକୁ ନ ବାରବ । ୨୪ | ସବନ ମୁଁ ହୋଇବ । ସଭ୍ୟ ଏବେ କଗଇବ । ଶଶିକରଣରେ ଚୂଷ୍ଣପ୍ରାଙ୍ଗଣରେ ବପରୀତ ମଙ୍ଗାଇବ । ୨୫ । ସୁମନେ ବେଶ ସାଜର । ସୁ-ମକର ସରଜିବ । ସୁସନ୍ଧାବଳୀକ ଲେଖନେ ବାଳୀକ ମନାଇଁ ନଖ ମାଈବ । ୨୭ । ୧୨ - ୨ ଲକ୍ଷା ରଞ୍ଜିବ-୪, ୦; ୧୪ – ୧ ସ୍ବାଇଲା ୫୫, ୦, ୨୦ ୮୨ ଶୁଣି ବ୍ଳକଣ ଘ,

ଚ, ୫, ୦; ୨୨ - ୨ ସପ୍ତ ନ ବୟା-କ, ଖ, ୪, ୦, ୨୫-୩ ଉପରୀଭ ମଣାଇବ-କ, ଖ,ଗ,ଘ,ଚ;