ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮୫
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚନ୍ତାମଣି । ସୁଗ୍ରୀଷ୍ମ ଦେଖି ଡ଼ରବ । ସୁମନା ମନ ହବ । ସୁମନ-ବନରେ ଜଳଯନ୍ତ୍ରପୁରେ ବସି ଦିନକୁ ସାରବ । ୨୭ । ଶ୍ରୀଖଣ୍ଡ ସ୍ତନେ ଲେପିବ । ଶ୍ରୀଉର ଉରେ ସ୍ଥାପିବ । ଶ୍ରୀଅଙ୍ଗ ଶୀତଳ ପାଇଁ ଗ୍ରୀଷ୍ମକାଳ ଭାପେ ଆଉ ନ ସ୍ଥାପିବ । ୨୮ । ଶ୍ୟାମ ମତ ବଢ଼ାଇବ । ସାମୁଦ୍ରିକ ପଢ଼ାଇବ । ସାର ଏ ବରଷା ବୋଲ ରସାଳସା ବାହୂ କଣ୍ଡେ ବେଢ଼ାଇବ । ୨୯ । ଶରଦ ଯ ଦେଖିବ । ସଙ୍ଗେଜାକ୍ଷୀକ ଲେଖିବ । ସବୁଛୁ ମୁଁ ଭୂରେ ତୁ ପର ପ୍ରଭୃରେ ମୋ ଜୀବ କେହି ରଖିବ । ୩୦ । ସ୍ନେହେ ଢାକୁ ଦ୍ରବାଇବ । ସେହକ୍ଷଣି ଅଣାଇବ । ସେ ସଙ୍ଗୀତ ରଙ୍ଗ କରିବ, ଅନଙ୍ଗ ମୁଖେ କାଳ ଲଗାଇବ | are | ଶୀତଳ ଋତୁ ପାଇବ । ଖିବାରକ କମ୍ପାଇବ । ସିଭହାସେ ଠାର ଦେବ ଏ ଶବର ବନ୍ଧୁ ଶୁଭ ଜଣାଇବି । ୩୨ । ସିହାଣୀ ପାଦେ ଖବ । ଶୀତ କଲ୍ ତ ବବ । ଶୀଘ୍ରରେ ପଣନ୍ତ ଘୋଡାଇଲେ ମୁ ଢ ଶିଶିର ଭସ୍ମ କାବ । ୩୩ । ସାର ଋଭୁକୁ ଗୃହିବ । ସାରଙ୍ଗୀ କରେ ବାଇବ । ସାର ପିକମାନ କର୍ ଗୀତ ଗାନ ମୋ ସୁମତ କର ଧରିବ । ସୁମନା ସୁମନା ଏ ଗର୍ଭ କଲେ ଦାସ ଗର୍ଭ କସ ଗୁଣ ଦେଇ କହବ । ୩୪ । ଭୋଳା ବାରବ । ଆଉ, ପରବ । ୩୫ । ସେ ବନେ ଭ୍ରମୁ ଗୃହିବ । ସେବକପଣ ବତ୍ସବ । ଶେଷାଞ୍ଚଳ ଧର ଶ୍ରମ ସ୍ବେଦ ବାଈବାର ଭଗ୍ୟ କ କହବ । ୩୨ । ଶେଯ ସଜଡାଇବ । ସେବଗଜ ପଡ଼ାଇବ । ସେ ତ ସୁକୁମାର୍ ବାଧ୍ୟବାକୁ ଉର ବୃନ୍ତ ଯନେ ମୁଣ୍ଡାଇକ । ୩୭ । ସୁମନେ ପଙ୍ଖା ରଞ୍ଚିବ । ସୁମରୁ ଧନେ ବଞ୍ଚିବ । ସୁମତ ଢା ଜାଣି ମାଗିଲେ ତ ପୁଣି କଉଁ ବ୍ୟାଜ କରଞ୍ଚିବ । ୩୮ । ସୁମନା ମନା ବାରଦ। ସୁଶୀଳା କର ଧରିବ । ସୁକାନ୍ତ ଏ ଦେହ କାହାର ନ କହ, ଏହି ବଚନେ ଭରଦ । ୩୯ । ଶଭଦଳ ଛଣ୍ଡାଇବ । ସହ ସୁଖ ଅନାଇବି । ସଦା ପ୍ରସନ୍ନତା ଥିବ ନା ବନ୍ଧଭା ବୋଇଲେ ଲଜ ପାଇବ । ୪ । ୨୮– ୧ Yଚନ ଲେଖିବ—ଗ, ୩, ଚ; ୨୮–୨ ୩ ଉରେ ଭର ସ୍ଥାପିବ-ଗ, ଘ, ଚି; ୩୬ - ୧ ଶିଶିର ଋଭୁଗ, ଘ, ଗ୍: ୩୩ - ୧ କଲଭ କବ-କ, ଖ, ୩୩-୨ ଭସ୍ମ ନାଶିବ– ଗ, ଘ, ଚି; *– ୩ ସୁମିତ ଏ ଘର--କ, ଖ, ୪, ୦; ୩୭--୩ ଯବେ ଛଳାଇବ-ଘ; ଛଉଇବ-ର-

s; ୪o ~ ୧ ଛକାଇବ-ଘ, ଚ, ୫, ୦;