ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

ଗେ ସ୍ୱାମୀ । ଗୋସ୍ଵାମୀ ପୁଣି । ତଦନୁଗ ଶ୍ରୀ ଅନନ୍ତ ଆଶ୍ଚର୍ଯ୍ୟ ସେ ଶିଷ୍ୟ ଶ୍ରୀ ରଘୁ ଗୋପାଳ ତାଙ୍କ ଅନୁଗତ ଲକ୍ଷ୍ମୀପ୍ରି ସ୍ନା ଠାକୁରକ୍ଷୀ । ଠାକୁରୁଣୀ ଗଙ୍ଗାମାତା ଢାଙ୍କ କୃମ। ଆନ୍ଧ୍ର । ଶ୍ରୀ ବନମାଳୀ ଦାସ ଗୋସ୍ଟ'ମୀ ସେ ଆସ୍ଥିତ । ତାଙ୍କ ସେବକ ଶ୍ରୀ କିଶୋର ଦାସ ନାମରେ । ସାଧୁଚରଣ ଦାସ ଆଣ୍ଡ ସେ ପରେ । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମେ ଖ୍ୟାତ ସାଧୁଚରଣ ଜଣେ ପ୍ରସିଦ୍ଧ କବ ମଧ୍ୟ ଥିଲେ । ତାହାଙ୍କର “ଯୁଗଳରସାମୃଭ– ଲହର,” “ଯୁଗଳର ସାମୃଭଭଉଁଗ,” “ଚୌରଚନ୍ତାମଣି,” “ନ ମନ୍ତାମଣି,” ପ୍ରେମକଳ୍ପଲଭା,” “ନଙ୍ଗାମାଳମଣି” ଆଦି ଗ୍ରନ୍ଥମାନ ପାଠ କଲେ ଜଣାଯାଏ, ତାଙ୍କର କବଦ୍ଧ ଉଚ୍ଚଧରଣର ଏବଂ ଭର୍ଦୁରେ ସରସଭା, ସରଳଭା, ମାଧୁର୍ଯ୍ୟ ଓ GF ଉପେନ୍ଦ୍ରଭଞ୍ଜୀୟ କାକ୍ୟଛଧର ବିକାଶ ଶୋଭନରୂପେ ବସିତ। ବଙ୍ଗୀୟ ଲେଖକ ଶ୍ରୀଯୁକ୍ତ ବଜଚନ୍ଦ୍ର ମଜୁମଦାର ତାହାଙ୍କର ସୁଗମ୍ଭୀର ପାର୍ଶ୍ଵ ଭ୍ୟ ଓ ଉତ୍କଳ ସାହିତ୍ୟରେ ଦଶାଳଦର୍ଶିତ୍ତର ନଦର୍ଶନ ସ୍ବରୂପ କହିଅଛନ୍ତି ଯେ, କବସୂର୍ଯ୍ୟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟସରଣୀରେ ପଥୁକ ନ ଥିଲେ ଓ ଯଦି ଅଭିମନ୍ୟୁ “ପ୍ରେମକଳ୍ପଲଭା”ରେ ତାଙ୍କୁ ନିଜର କାବ୍ୟଗୁରୁରୂପେ ଉଲ୍ଲେଖ କରି ନ ଥାନ୍ତେ ତାହା ହେଲେ ତାଙ୍କ ନାମ ଅଧୁନା ବସ୍ତୁ ତର ଅନ୍ଧତ୍ତମସରେ ବର୍ଲିନ ହୋଇ-' ଯାଇଥାନ୍ତା । ଧନ୍ୟ ମଜୁମଦାର ! ଧନ୍ୟ ତୁମ୍ଭର ଉତ୍କଳସାହିତ୍ୟଜ୍ଞାନ ! ମୋ ମତରେ ଯେ ଲେକ ଉପରେକ୍ତ ଗ୍ରନ୍ଥମାନ ପାଠ କରିବି, ସେ ନିଶ୍ଚସ୍ଟ କହବ, ସାଧୁଚରଣ ଦାସଙ୍କ ଭୁଳ୍କ ଗୁରୁ ପାଇ ନ ଥିଲେ ଅଭିମନ୍ୟୁ କବରୂପରେ ଏତେ ପ୍ରସିଦ୍ଧି ଲଭ କର ପାରି ନ ଥାନ୍ତେ । ସେ ଉପଯୁକ୍ତ ଗୁରୁଙ୍କର ଉପଯୁକ୍ତ ଶିଷ୍ୟ | ଅଭିମନ୍ୟୁ ସାଧୁଚରଣଙ୍କୁ ବଳି ପଡ଼ିଥିଲେ, ଏହା କହିବା ବାହୁଲ ମାସ । ବାୠକାଳରେ ଅଭିମନ୍ୟୁ ଅମରକୋଷ, ମେଦମ, ବ୍ୟାକରଣ, କାବ୍ୟ, ଅଳଙ୍କାର, ଗଣିତ, ଜ୍ୟୋତିଷ ଆଦି ସଂସ୍କୃ ତ ଶାସ୍ତ୍ର ଉତ୍ତମରୂପେ ଅଧ୍ୟୟନ କରିଥିଲେ । ଉତ୍କଳର ପ୍ରାଚୀନ ସାହିତ୍ୟରେ, ବିଶେଷତଃ ଭଞ୍ଜୟ କାବ୍ୟ ଜଗତରେ, ଢାଙ୍କର ଗର୍ଭର ଗବେଷଣା ଥିଲା । ଭଗବତ, ବ୍ରହ୍ମବୈବର୍ଷ, ଯଦ୍ ଆନ୍ଧ୍ର ବୈଷ୍ଣବ ପୁରଣମାନଙ୍କରେ, ବେଦ,ଉପନିଷଦ୍, ବ୍ରହ୍ମସଂହିତା ପ୍ରଭୃଶରେ, ଗୌଡୀୟ ବୈଷ୍ଣବ ଗ୍ରନ୍ଥମାନଙ୍କରେ ଓ ଜୟୁଦେବ, ବଲ୍ସମଙ୍ଗଳ, ବିଦ୍ୟାପଣ, ଚଣ୍ଡିଦାସ ଆଦଙ୍କ କୃତରେ ସେ ପାରଦର୍ଶୀ ଥିଲେ । ଏଭଦ୍‌ଗତ ବଙ୍ଗଳା, ହନ୍ଦୀ, ମରହସ୍ତୀ ଓ ପାର୍ସୀ ଘୁଞ୍ଚାରେ ଏବଂ ଯୁକଦ୍ୟା ଓ ଆନୁଷଙ୍ଗିକ କଳାବିଦ୍ୟାରେ ମଧ୍ୟ ତାଙ୍କର ପ୍ରବେଶ ଥୁଲ । ତାହାଙ୍କ ପାଣ୍ଡିତ୍ୟର ବସ୍ତୁର ବସ୍ତୁର ଏହି ଗ୍ରନ୍ଥର

ba