ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮୬
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚନ୍ତାମଣି । ସେ କ୍ଷଣି ପାଦ ଧରିବ । ସେ ଚଳଲେ ନ ଡରିବ । ସେବକର ଦୋଷ କ୍ଷମା ହେଲ ଘଷ, କର ଦୋଷୀ ଉଚ୍ଚାରବ । ୪୧ | ସର୍ଭେ ମୁଁ କପ ପାଇବ । ଶଶିରୁ ସୁଧା ପିଇବ । ସ୍ଵପନ ସମ୍ପର୍ଭି ଭେଗକୁ ପ୍ରାପତ ହେବ ପ୍ରତ୍ୟେ ଜନ୍ମାଇବି । ୪୨ | ସାର ଯଶ ରଖାଇବ । ସାଧୁ ସୁଖ ବଢ଼ାଇବ । ସାମନ୍ତସିଂହାର ବୋଲେ ଦାମୋଦର ରଧା ତୁଲେ ମିଳାଇବ । ୪୩ । ଊନବିଂଶ ଛାନ୍ଦ । ଶ୍ରୀକୃଷ୍ଣରୂପ ଭାବନ । ଅବନା ନମ । ଗୁଗ—କାଳୀ । ସଜ୍ଜନଗଣ ଜନଗଣ କରି ଶ୍ରବଣ ନନ୍ଦନନ୍ଦନ ଅଙ୍ଗ । ବ୍ରଜକଳ ମଦନଶସ୍ତ୍ର ଉଚ୍ଛନ୍ନ ଭକ୍ତ ରଙ୍ଗ | ୧ | ସଜଳ—ନବଘନ — ସମ୍ଭବ-ବରନ ବରଯନ୍ତ୍ର । କୃଷ୍ଣ-କମଳ-ପ୍ରଚ୍ଛଳଦଳ ମରକତଗଞ୍ଜିନ । ୨ । ରମ୍ୟ କତ୍କଳବର ଉଜ୍ଜ୍ବଳ ତମସଚସ୍ତୁ କସ୍ତୁ । ଭ୍ରମର ସଞ୍ଚ ମସ୍ତକ-କଚ-ବନ୍ଧନ ସୁର-ଭସ୍ମ | on | ବରହବର ମଣ୍ଡନ କ-ର ନବପଲ୍ଲବ ସଙ୍ଗ । ଅର୍ଦ୍ଧଚନ୍ଦ୍ରକ କମଳ2କ ବନ୍ଧନ ଛନ୍ଦରଙ୍ଗ । ୪ ( ଝିଯର ମକରବର ଶ୍ରବଣ ଅବରଂସ । ରମ୍ୟ ଅଞ୍ଜନ ଅକ୍ଷରଞ୍ଜନ କରଇ ମନ ଦଶ । ୫ ୮ ମଦନ ମନ ଅମ ବନ୍ଧନ ପରଷକ୍ଷ ଲପନ | କଳଙ୍କହର ଚନ୍ଦ୍ର ମହିତ କରଇତ ଦଳନ । ୨| କଜ୍ଜ୍ବଳବର୍ଷ ପଙ୍କଜଯନ୍ତ୍ର ଘର୍ଶକ ଅପର୍ଶନ । 20 ମର୍କର ଦରପଣର ବରପଣ ଉ ଅଯତନ | ୬ | ପବନବସ୍ତ୍ର ସର ସଂଗ୍ରହ ସହ ଅବଫଳ । ଚନ୍ଦ୍ରର ଖଣ୍ଡ ପ୍ରଚ୍ଛଳ ଗଣ୍ଡ ଦର୍ପକ-ଦର୍ପସ୍ଥଳ | ୮ | se – ୩ ଦୋଷୀ ବରଦ-ଗ, ଘ, ଚ, ୫, ୦, ଅପ; ୨ – ୧ ସମ୍ଭବ ବର ନବ- ରଞ୍ଜନ ୪, O; ଅପ; ୩-୨ ଉ ମର ସ୍ବଚ୍ଛ-୪, ୦; ୧କ ନ ସୁର ଭ-କ, ଖ, ୪, ୦; ୭-୧

ପଦ୍ମ ଯଭନ-କ, ୪, O;