ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮୭
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଚନ୍ତାମଣି । ପଲ୍ଲବରଙ୍ଗ ଅଧର ଭଙ୍ଗ କରଇ ପରଦକ୍ଷ । ମଦ ସରସ ଝଜ ହସ ଅମୃତ ଢ ଅଲକ୍ଷ । ୯ । କଣ୍ଠ ଢ ଦର ମହତହର କଳରବଗଞ୍ଜନ ( ପଦ୍ମକଦମ୍ବ ରତନ ଦମ୍ଭହରକ ସୁକଯନ୍ତ୍ର । ୧୦ । ଉର ମର୍କର ଅରର ବର ଅଲକ୍ଷ ଭ ଲକ୍ଷଣ । ଗଜ ପ୍ରମଦ୍ କର ସଂଯଉ ହସ୍ତଦଣ୍ଡ ଘଣ | ୧୧ | ସନ୍ତୁଙ୍ଗଭୃଢ ରଙ୍ଗ ବ୍ୟକତ କରପଞ୍ଚ ପ୍ରକଳ୍ପ । ମଧର ସମ ବଜ୍ର ଉପମ ଏଣଇନ୍ଦ୍ର ଅପ । ୧୬ । • ଉଦର ସଭ ପନ୍ଦର ଶତପନ୍ଦ ମହରହର । ବରଚରମ ଫଳକ-ରମ୍ୟ-ଗରବ-ଖଟକର | ୧୩ | କନକ-ଯନ୍ ଜୟୂବସନ ସନକ ଦମ୍ଭ ହର । ମଧ-ମଣ୍ଡନସ୍ବନ ମଦନ-ମନ ଧନଚଉର | ୧୪ | ଘନଜଘନ ମଲ୍ମନ-ସ୍ତମ୍ଭ-ଦମ୍ଭ-ରସ୍କର । ଢଳର ଜଙ୍ଘ ଖଡ଼ଗଶୃଙ୍ଗ ଗଜବନ୍ଧନ କର । ୧୫ । ଚରଣତଳ ରଙ୍ଗକମଳ-ମଦ-ମର୍ଦ୍ଦନକର । ପଦର ବନ୍ଧଛନ୍ଦନ ଶଙ୍ଖମନଆକର୍ଷଭର । ୧୬ । ବନ୍ଧ ମଧ୍ୟର କଣ୍ଠ-କରର ଶଙ୍କର ଦମ୍ଭହର । ନଟବର ଭ ବଲ୍ଲଭବ୍ରତ ମମ ମନର ହର । ୧୭ । ଜଗଠନର ସଦ୍ରବ କର ବଂଶଯନ୍ତରଧର । ଦଭଞ୍ଜନ ମନମଜ୍ଜନ ଶ୍ରବଣ ଜନଙ୍କର । ୧୮ । ପଅର ଭରଳଇ ଢ ସ୍ବର ରଶ ପ୍ରଚରଣ । ମରଣଗଛ ପଲ୍ଲବ ସ୍ଵଚ୍ଛ ବସନ ତ ସ୍ଖଳନ । ୧୯ । ଚନ୍ଦ୍ର ତପନ ଜଳ ପବନ ପଢିଙ୍ଗ ସ୍ତମ୍ଭକର । ମମ ଧଇର୍ଯ୍ୟ ମନ ମନଜ ଦୃଢକର ମନ୍ତର । ୨୧ । ସଙ୍ଗ ସଂଘର୍ଶ ଇଚ୍ଛଇ ଘ୪ ଘକ କମଳଜ । କର ସଂଘ୪ ବରଲମ୪ ଅକ୍ଷମନର ଭଞ୍ଜି | ୨୧ | ଜ ଶଙ୍କର ବର ଶଙ୍କର ଦତ୍ତ ସଙ୍ଗତ କର । ବଲ୍ଲଭ-ପଦ-ସ୍ପର୍ଶ ସମ୍ପଦ ବର ଅମରଙ୍କର । ୨୧ । ୮୭ ୧୨-୧ ପଇଙ୍ଗବQକ, ଖ; ୧୩-୧ ଶଭଜନ ମହଠହର-ଗ, ଘ, ୧୪-୨ ମଦ ମଦନ ଜ, ଗ; ୧୬-୧ ମଲ୍ଲ ମଦ ନି-୫,୦; ୧e-୯ ସରସ ପ୍ରଚରଣ-୫,୦, ୨୦-୧ ଜଲ-ବନ୍ଧନ ଗ,ଘର;

୨୦-୨ ଅକ୍‌ଜାନୟମରେ ‘ହରକର’ ହବାଉ । ୨୨-୬ ଅମର-କର – କ, ଖ, ୪, ୦;