ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

467 ଆଲୋଚନା ଓ ରଚନାରେ କାଳଯାପନ କରୁଥିଲେ । ଏହାସମରେ ପତ ବୈଷ୍ଣବଗ୍ରନ୍ଥ ମାନଙ୍କର ରଚନା ଆରମ୍ଭ ହୁଏ । ଗ୍ରନ୍ଥମାନଙ୍କ ମଧ୍ୟରୁ ‘ସୁଲକ୍ଷଣା,’ ‘ରସବର,’ ‘ପ୍ରେମକଳା,’‘ ପ୍ରେମଚିନ୍ତାମଣି,’ ‘ବଦନ୍ତାମଣି’ ପ୍ରଭୃତ ଗ୍ରନ୍ଥମାନ ଅଦ୍ୟାପି ବର୍ଷ ମାନ । ଦୁଃଖର କଥା, ‘ସୁଲକ୍ଷଣା’ ଓ ଅସଂପୂର୍ଷ ‘ବଦଚିନ୍ତାମଣି’ ବ୍ୟଗତ ଭାହାଙ୍କର ଅପସପର ଗ୍ରନ୍ଥମାନ ଏପର୍ଯ୍ୟନ୍ତ ପ୍ରକାଶିତ ହେଲା ନାହିଁ। ଅଭିମନ୍ୟୁ ଜୀବନର ଶେଷଦଶାରେ ପତ୍ନୀଙ୍କଠାରୁ ବିଦା ନେଇ ବୃନ୍ଦାଦନ ଯାତ୍ରା କଲେ । ମାନ୍ଧ ଗୃହର ପ୍ରାୟ ଏକ କୋଶ ଦୂରବର୍ତ୍ତୀ ହରପୁର ଗ୍ରାମରେ ଡାହାଙ୍କ ଶରୀର ଏକାନ୍ତ ଅବଶ ହୋଇ ପଡ଼ିବାରୁ ସେ ସନ୍ଦେଶ ଦେଇ ଇଷ୍ଟଦେବ ସାଧାମୋହନଙ୍କ ପ୍ରଥମ ସେଠାକୁ ଅଣାଇଲେ ଏବଂ ସେହି ମୁଭି ନଅକ୍ଷଣ କରୁ କରୁ ଜୀବଲୀଳା ସମ୍ବରଣ କରି ଅମରଧାମକୁ ପ୍ରତ୍ୟାବୃଷ୍ଟି ନ କଲେ । ବିଦଗ୍ଧଚିନ୍ତାମଣି। କରିଥିବା ଊନବିଂଶତ ବର୍ଷ ବୟସରେ କବ “ବଦଗ୍ଧଚନ୍ତାମଣି” କାବ୍ୟ ଆରମ୍ଭ ଋଷୟ ରଥେ ଉଲ୍ଲେଖ କରିଅଛନ୍ତି । କିନ୍ତୁ ମୋ’ ମଠରେ ତାହା ସମୀଚୀନ ବୋଧହୁଏ ନାହିଁ । କାରଣ “ବଦତନ୍ତାମଣି”ର ଆଦି ସୁନ୍ଦମାନ ଆଲେଚନା କଲେ ଜଣାଯାଏ ଯେ ତାହା ସିଦ୍ଧ ହସ୍ତର କୃତ । ‘ସୁଲକ୍ଷଣା’‘ପ୍ରେମକଳା, ‘ରସବତୀ’, ‘ପ୍ରେମଚନ୍ତାମଣି’ ପ୍ରଭୃତ କବଙ୍କର ଅନ୍ୟାନ୍ୟ ଗ୍ରନ୍ଥମାନ ପାଠ କଲେ ଜଣାଯାଏ କ “ବଦଗ୍ଧ”ର ଆଦଗ୍ଧନ୍ଦମାନଙ୍କର ରଚନାପଦ୍ଧର ପ୍ରୋକ୍ତ କାବ୍ୟମାନ ' ଙ୍କର ରଚନାପଦ୍ଧତ ଅପେକ୍ଷା ଉଚ୍ଚତର କୋର୍ଟରେ ଅବସ୍ଥିତ । ବିଶେଷତଃ ପ୍ରଥମ ଗୃନ୍ଦରେ ପ୍ରଦର୍ଶିତ ପାଣ୍ଡିତ୍ୟ, ସବମହ, ରଚନାପାବ, ପ୍ରାଞ୍ଜଳଭାଷା, ଔଦାର୍ଯ୍ୟ, ଗାମ୍ଭୀର୍ଯ୍ୟାଦ ଉଷ୍ମ କାକ୍ୟଲକ୍ଷଣମାନ ଊନବିଂଶବର୍ଷସ୍କ ଯୁବିକ ପକ୍ଷରେ ସୁଲଭ ବୋଲି ପ୍ରତୀମାନ ହୁଏ ନାହିଁ । ଏହାର ସର୍ବସ୍ତର ବଗ୍ଧର ସୁବିଧା ଓ ଅବକାଶ ମିଳଲେ କରିବାର ଆକାଙ୍କ୍ଷା ହୃଦରେ ପୋଷଣ କର, ନଜର ଆର୍ଥିକ ଅବସ୍ଥା'ର ମହତା ଦୃଷ୍ଟିରେ ଦୁଃଖିତ ହୋଇ ବର୍ଷ ମାନ ନଷ୍ଟ ହେବ । (କର ‘ପ୍ରେମଚନ୍ତାମଣି’ କାବ୍ୟକୁ ୧୯ ବର୍ଷ ବସରେ ଆରମ୍ଭକର ଶେଷ କରିଥିବା ଉକ୍ତ କାବ୍ୟରେ ଉଲ୍ଲେଖ କରିଅଛନ୍ତି । ୨୧ ବର୍ଷ ବୟସରେ‘ପ୍ରେମକଳା’ । ଆରମ୍ଭ କରିଥିଲେ । ଏହା ‘ପ୍ରେମକଳା’ରେ ଲଖିଭ ଅଛୁ। ‘ରସବତୀ’ ୨୪ ବର୍ଷ ବିସରେ ଶେଷ କରିଥିଲେ । ‘ସୁଲକ୍ଷଣା’ ବ୭ର୍ଷ ବୟସରେ ଶେଷ କରିଥିବା

କାଳ ଗଣନାରୁ ଜଣାଯାଏ ।)