ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

wa ପ୍ରାଚୀନ ସାହିତ୍ୟ ପଢ଼ି ନ ଥିଲେ, ତାହା ନୁହେ; କିନ୍ତୁ ନଜଠାରେ ପ୍ରାଚୀନତାର କ୍ରମ ରଖିବାରେ ଅପାରଗ ହୋଇଥିଲେ । ଆମ୍ଭେମାନେ ମଧ୍ୟ ଅଜିକାଲ ଆଧୁନିକ, ଶିକ୍ଷାଶୈଳୀର ବଶବର୍ତ୍ତୀ ହୋଇ ସେହି ଆଧୁନିକ ଲେଖକଙ୍କର ଗ୍ରନ୍ଥାଦ ବାଲ୍ୟ- କାଳରୁ ପାଠ କର ପ୍ରାଚୀନ ଭାଷାର ସଂସ୍ଥାର ଉପଲବ୍ଧ ରେ ଅକ୍ଷମ ହୋଇପ‍ଅନ୍ତୁ । ମୋର ଏହି ଉକ୍ତ ଅଯୁକ୍ତରୂପେ ପ୍ରତୀମାନ ହୋଇପାରେ, କିନ୍ତୁ ବସ୍ତୁର କର ଦେଖିଲେ ତାହା ସେମର ନୁହେ । ଏହାର ଯାଥାର୍ଥ୍ୟ ପ୍ରଭପାଦନ କମିଷ୍ଟ ପ୍ରାଚୀନ Qଷା ସଂସ୍ଥାନର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା :- 0 ୧—“ଆହେ ନିଭୁବନ ମୋହନ ! ଭବନ ଅତାର, ଜୌବନ ଯାଉରୁଷି । ” ୨ – “ କହବା, ପାରବକ ଗୋ, ଭାରବ ଆମ୍ଭଙ୍କୁ, କରିବ ଯେବେ କାର୍ଯ୍ୟ ।” an—ତ କଥନ-ମୁଖ ଦେଖି ହର ହୃଦେ ଆନନ୍ଦଚନ୍ଦ୍ର ଉଇଁ ଘନ” । ୪—"କର, କର ମୁଁ ଧରୁଛୁ, ଉପା, ସବୁରୁ ଘଧା ନା, କୃପା ବିସ୍ତାର, ଭାର ” । ♥ ୫—“ହସ ରସ ବେଶ ବାସ ଗ୍ରାସ ଆଶ ବଷ ସମାନ ରସିଲନ ।?? ୭– “ଲଜ ଧଇର୍ଯ୍ୟ କୁଳ ଶୀଳ ବିବେକ ଚଡ଼ଇ ବେକ ମେଡିଲନ । ” ୭—“ଜୀବ କ ପରମେ, ମନ ପୁରୁଷେ ମିଶେ । ” ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ବସ୍ତୁରରେ କବି ଉପେନ୍ଦ୍ରଭଞ୍ଜଙ୍କ ପଦାଙ୍କ ଅନୁସରଣ କର ଅପ୍ରାକୃତିକଢା ଦୋଷରେ ଦୋଷୀ ବୋଲି ପ୍ରତୀୟମାନ ହୁଅନ୍ତି । ୩ ୪ ଶ ସୁନ୍ଦରେ ନାନା ଅଳଙ୍କାରଯୁକ୍ତ ପଦାବଳୀରେ ଦୁଇ ଅର୍ଥ, ଭନ ଅର୍ଥ, ଗ୍ଧର ଅର୍ଥ ବଶିଷ୍ଣୁ ବକଂଯୋଜନାରେ କବି ଶ୍ରୀକୃଷ୍ଣଙ୍କ ବଳାପ କରିଇଅଛନ୍ତି । ଏହା ଅପ୍ରାକୃତିକ ( unnatural ) । ଶ୍ରୀକୃଙ୍କ ରୁଙ୍କ ନାକମୁଖରେ ବାକ୍ୟଯୋଜନା ଦୋଷାବହ ନୁହେ ବୋଲି କହି ସମର୍ଥନ କରିବା ଉଚିତ ମନେ କରୁନାହିଁ । କଦଙ୍କ ହୃଦ ଯେତେବେଳେ ରସପୁର, କେତେବେଳେ ସେ କ ସହଜ ସରଳ ଔଷାରେ ଦ୍ରବ୍ୟ କୋକଳବତ୍ସ ଅମୃତଧାର ରାଈଅଛନ୍ତି ! ଏପର ଉପେନ୍ଦ୍ରଭଞ୍ଜଙ୍କ ଅରମନ୍ୟୁ ଯେ ଉକ୍ତରେ “ପଦ ସରଳ ଧ୍ଵନରେ ମାନସ ମୋହବ । ” ଏହାପ୍ରଭ ଦୃଷ୍ଟି ଦେଇ ନ ଥିଲେ, ତାହା ନୁହେ; କିନ୍ତୁ ଯୁଗର ପ୍ରଶ୍ନବ, ତଥା ପାଣ୍ଡିତ୍ୟର ପ୍ରସ୍ତୁଭ, ବୁଦ୍ଧିମତ୍ତର ପରଚସ୍ତୁ, ବଚନ ବନ୍ଧାଣୀର କୌଶଳ— ସମସ୍ତ ଏକାଧାରରେ କାର୍ଯ୍ୟ କରି କାବ୍ୟର ଅପ୍ରାକୃଷକ, ଦୁର୍ଭର ବେଶବନ୍ୟାସରେ ଅଳଙ୍କୃତ କରିଅଛୁ । ବିଶେଷ ବିଶେଷ ଅଂଶକୁ ଆଜିକାଲ ଆମ୍ଭେମାନେ ପ୍ରାୟ ସମସ୍ତେ ତରଳ ସରଳ ସହଜ ଭାଷାରେ

ଆନନ୍ଦ ଉପଲବ୍ଧ କରୁ । ତାହା ଭି କରିବାର କଥା । ଅଳଙ୍କାରଦଜ୍ଜିଉ ବିଷୟୁରେ