ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ବିଦଗ୍ଧ ଚିନ୍ତାମଣି

ବିଦଗ୍ଧ ଚିନ୍ତାମଣି

ହର ବରଷରେ ହରି ସକଳ ଚିନ୍ତା ୭।

ଅନନ୍ତ ଅନନ୍ତଶୟନରେ ତା ଜାଣି ।

ଲେକେ ଲେକେ ଜନମି ତାରିବି ମୁଁ ପୁଣି । ୮ ।

ନିଦରେ ନିଦରେ ଥାଅ, ବିଧିରେ କ‌ହି | |

ସିତା ସିତାଙ୍ଗଜ ରେମ ଦେଲେ ଯେ ତ‌ହିଁ ||୯ |

ବର୍ହମା ବ୍ରହାମାନ୍ଡ କରତା ଆଦେଶ ପାଇ ।

ଚିତ୍ତେ ଚିନ୍ତେ ଏ ରୁପେ ଜନ୍ମିବେ ଗୋସାଈଁ । ୧୦ ।

ସୁମନ୍ସେ ସୁମନ୍ସେ ବିଧାତା - ହୋଇ |

ଦର ଦରଧର ବିନାଶିବେ ବୋଲଇ । ୧୧ |

ଅର ଅରି ଧରି ହାର କରିବେ ନାଶ ।

ଶ୍ରବଣେ ଶ୍ରବଣେ ସୁର ମୁନିଏ ତୋଷ । ୧୨ ।

ଜୟ ଜୟ କହି ନିଜ ପୁରକୁ ଗଲେ ।

ସାତ୍ୱତ ସାହତ କୁଳେ ଜାତ ଇଚ୍ଛିଲେ । ୧୩।

ଦେବକୀ ଦେବକିନ୍ନରେ ତାରଣ ପାଇଁ ।

ଜନନିବାସ ଜନନୀ ବାସକୁ ଧ୍ଧାୟି । ୧୪ ।

ଲେକେ ଲେକେ ଜନ୍ମବାଦ ପ୍ରକାଶ କରି ।

ଧରା ଧର୍ାଜାତ ମାତା ଧରାର ପୁରୀ । ୧୫ |

ଜନକ ଜନଙ୍କ ନ ଜାଣିମାରେ ନେଇ ।

ଗୋପେ ଗୋପେୟେ ନନ୍ଦଘରେ ବହନ ଥୋଇ | ୧୬ |

ଜାତ ଯାତନାକୁ ଥିଲେ ସ୍ୱହିତ ପାଇ | ୧୭ |

ଅନ୍ଗ ଅନ୍ଗ ଘନ ବିଦୁୟୁ ପାର୍ୟେ ମିଶିଲା ।

ପର ପରମ୍ତ୍ମାରେ କି ଜୀବ ପଶିଲା । ୧୮ ।

ଶକ୍ତି ଶକ୍ତିବନ୍ତ ତାତେ ପାଲଟ ଦେଲେ ।

ମାୟା ମାୟାରେ ତା ବସୁଦେବ ଯେ ନେଲେ । ୧୯ |

କ୍ସ କଷଣ ନିହିଲ ପ୍ରାରେ ତା ଜାଣି |

ଖରେ ଖରେ ଅନ୍ତରଧୟାର ସେ ଠାକୁରାଣୀ । ୨୧ ।

ଅରେ ଅରିଧର ଡୋର ଜାତ ଭୂଲୋକେ ।

ଜୀବ ଯିବ ଦୁଷ୍ଟଙ୍କର, ଶୂନ୍ୟରେ ଡାକେ । ୨୧ ।

ଶ୍ରବଣ ଶ୍ରବଣେ, କଂସ ଦେବୀ ଭାରତୀ ।

‌‌‌‌‌‌‌‌‌__________________________________________________________________

୧୫-୨ ଧରାରେ - କ,ଖ,ଗ,ଓ ଘ;୧୭-୨ ସୁଚିତ୍ତେ ପାଇ-ଟ ଓ ଠ ;