ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୨
ବିଦଗ୍ଧ ଚିନ୍ତାମଣି

j ସପ୍ତମ ଛାନ୍ଦ । ଇ-ପୂର୍ବାନୁପ୍ରାସ । ଶ୍ରୀକୃଷ୍ଣ ନାମଶ୍ର ବଣ । ର-କୁମ୍ଭକାମୋଦ । ଇ-ବୁବୀରୁପ୍ରାସ ଘର୍ବ ଭ୍ରସ୍ତ ବେନ ବସ୍ତୁମ ଏ ଗ୍ରୁହ । ବଢ଼ିବ ଆନନ୍ଦ । ୯ ୮ ଇଚ୍ଛା କର ଧୀରେ ପ୍ରସଙ୍ଗ ବଧୂରେ ଇଭଗତ ରଧୀପାଶେ ଦିନେ ପୂର୍ଣ୍ଣମାସୀ ପରିବେଶ । ଇଛି ବଧା କୃଷ୍ଣ ନବ ଅନୁଗୁଗ କରଣେ ପ୍ରକାଶ । ୨ । ଇତ୍ୟା ମାନ୍ୟ ପାଇ ବସି ହସି ଭଗବତୀ ବାଣୀ ଭଣି । ଇଭସ୍ତୁତ ମନ କଣ୍ଟନ୍ତୁ କାହିଁକ ସଙ୍ଗସୁଲକ୍ଷଣି । ୩ । ଇନ୍ଦ୍ରପଦ ପଦଦଳରେ ଯାହାର ତାହାର କି ଚନ୍ତା । ଈନ ପୂଜାକର, ମନୋରଥ ପୂର୍ଣ୍ଣ କର ରସଲଭା | ୪ | ଇତ ପ୍ରଭୃଉକ୍ତ ଲଳିତା କହନ୍ତ ଗୁରୁଜନ ଡ଼ରେ । କର ଇରବଗ ମଧ୍ୟ ପ୍ରସନ୍ନ ନ କରେ ରଜମ ବାସରେ । ୫ । ଇଷ୍ଟ ଅଭୀଷ୍ଟ କର କେନ୍ଦ୍ର ମିସକୁ ପୂଜ ଯିବ ଧର୍ମ । ଇତର କଥାକୁ ଏ ଶାଶୁ ନଣରେ ଗଞ୍ଚନ୍ତି କି ଘେନ । ୨ । ଇଙ୍ଗିତ ଏତେକ ପାଇ ପୂର୍ଷମାସୀ ଭଷ କଳାକୁ । ଇଷୁରବ୍ଧ ନଗ୍ନ ହେବ, ସଧା ନତ ପୂଜା ମିହରଙ୍କୁ । ୭ । ଇଶିରୁ ନଧୁ ପଟ୍ରପଦ ହୋଇବ; ଶୁଣି ରୁଢୀ ଘୋଷ | ଈଶ୍ଚରି, ଭବ ବଚନ କେ ଇଙ୍ଗିବ, ପୂଜନ୍ତୁ ଦିନେଶ । ୮ । ଈଷଦ୍ଧାସେ ପୁଣି ରଧାପାଶେ ମିଳ ଏ କଥା କହିଲେ । ଈଶାନ୍ୟ କାମ୍ୟବନେ ମିଽ ଅଛନ୍ତି ବୋଲି କହିଦେଲେ । ୯ । ଈକ୍ଷିତ କର, ଢୋ ପଦ୍ମଜଭ ମୁଖ ଦେଖି ମୁ ଯିବଇଁ । ଇନ୍ଦୁଲେଖା କହେ, ଏରେ ଉଦବେଗ ଚିତ୍ତ କାହିଁପାଇଁ | ୧୦ | ୩n -୧ ଇଷନ୍ତାନ ପାଇ ବସି ଶ୍ଵାସି ଭଗବଖ ବାଣୀ ଭଣିକ ଓ ଖ: ର ପୌଣ୍ଡିମାସୀ-ଗ; ୪~) ପୂଜାକର-ଗ ଓ ୪; ୭— ଈଶରଷ୍ମ-କ, ଖ ଓ ଛ; ଇ ଗର୍ଭସ୍ପୃ-୪: ମିହରଲୁ-୪; ୯୮ ଈଶାନେ-କ ଓ ଖ; ୧—୧ ଇକ୍ଷିପ୍ତ—କ

ଓ ଖ; ଇଚ୍ଛାଭ-ଗ ଓ ୪; ୧୦-୨ ଇନ୍ଦୁରେଖା-୪;