ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୩
ବିଦଗ୍ଧ ଚିନ୍ତାମଣି

ଇଦୃଶ୍ୟ ଭାଗ୍ୟ କାହିଁ, ଆମ୍ଭେ ତୁମ୍ଭଙ୍କୁ ଦେଖିବୁ ସର୍ବଦା । ଈକ୍ଷଣ ସାର୍ଥ ରାଧାର କରିଯାଉଥିବାଟି କାମଦା ।୧୧। ଇଦଂ ବାକ୍ୟ ଶୁଣି ଭଗବଖ ପ୍ରଭଉକ୍ତ କଲେ ଦଷ୍ଟ । ଇନ୍ଦବକ୍ଷୀ ବଧ ମୋର କେବଳ ପ୍ରାଣ ପଞ୍ଚଭୂପ । ୧୬ । ଇଦାସ ରହି ନ ପାରବ, ଚଞ୍ଚଳ ଚତ୍ ଅଛୁ ହୋଇ । ଇନ୍ଦ୍ କୋଜଢ ଶ୍ରୀମୁଖ କୃଷ୍ଣର ଦେଖିବଇଁ ଯାଇଁ । ୧୩ । ଇକ୍ଷୁରସସାର ନାମକୁ ଶୁଣାଇ ଗଲେ ଭଗବତୀ । ଇସି କ ମଧୁର ନାମକୁ ଶୁଣିଲ, ଭବେ ରସବତା ୧୪ song you ag ଇନ୍ଦ୍ର ମୋହୋର ବାଞ୍ଛା କଲେଣି ଢ ବିଶେଷ ହେବାକୁ । ଇନ୍ଦୁର ହେଲ ଭଗବତୀ ଭରଖ ଦମ୍ଭବସନକୁ । ୧୫ । ଇନ୍ଧନପ୍ରତିମା ପରି ତନୁକୁ ସ୍ତମ୍ଭ କରିଉଛୁ । ଈଶାନପର ଆକର୍ତ୍ତାମୃତ୍ତ କର ଧନୁକୁ ଆଞ୍ଚୁଛୁ । ୧୭ | 10000 O ଇଷୁ ଯୋଚଲନ, ମାରବ ଏଥର ସଂଶ ଭ ନାହିଁ । ଈଷିରେ ପତିବ୍ରତାବ୍ରତ୍ତ ସରଲ, ଧକ ଧକ ମୁହଁ । ୧୭ । ଈଶ୍ଚର ଇଚ୍ଛାକୁ ସବୁ ଘଟିପାରେ; କହିବ କାହାକୁ । ଈନ ଧରିବା ମନ ଇଛେ, ଆଉ କେ ବାରବ ଲେଭଲୁ । ୧୮ । ଇଭରଦ ନାହିଁଙ୍କି ମୁଁ ନ ଗଣଇଁ ପତବତା ଗୁଣେ । 100 ଭରଷା ସେମାନେ କର ଉଆଇଲେ ଏ ନାମ କି ଗୁଣେ । ୧୯ । ଇନ୍ଦ୍ରଗୋପଜରଙ୍ଗ ଚରଣୀ ଯେ ଏରୂପେ ସୁମର୍ । ଇନ୍ଦ୍ରଜଭସୁର ଏ ଗ୍ରୁହ ଭଣଇଁ ରଧା ଧାନ କର ! ୨ | gon ୧—) ସ୍ବାର୍ଥ-ଗ; ୧୪—୨ ଇଚ୍ଛା କ-କ ଓ ଖ; ୧୫–୧ ବା - ତତ୍ସ - ଗ; ୧୭——୨ ଆକର୍ଷିତ କରଣ—୪; ‘ଆସୃଷ୍ଟ’ସମସ୍ତ ପୋର୍ଟରେ ଆତ ରୂପେ ଗଠିତ; ୧୮~~୯ ଇଚ୍ଛାରେ ୫; ୨୧—୯-ରଙ୍ଗଚରଣ —୪,

ବାଞ୍ଛିଲେକ