ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫
ବିଦଗ୍ଧ ଚିନ୍ତାମଣି

ଉଡୁକାନ୍ତ ମୁଖୀ ଚିନ୍ତା କରୁ କରୁ । ଉଚ୍ଛନ୍ନତା ମନ ଦମ୍ଭ ଧରୁଁ ଧରୁଁ ।୨୦। ଉର୍ଶନାଭ-ସୂର୍ବ ମାନସରୁ ସରୁ । ଉପଗୁଣକୁ ମଣେ ନଗରୁ ଗରୁ | ୨୧ | ଉଦଧୁରେ ଯେମନ୍ତ ତରଙ୍ଗ ରଙ୍ଗ । ଉପପ୍ନ ଭ ଚଢ଼େ ସେ ପ୍ରସଙ୍ଗ ସଙ୍ଗ | ୨୨ | ତାପକୁ ସେହ ଉତ୍ସର୍ଗ ଯେ ହୋଇଲ୍ ଆଶ ତ ସଭ୍ୟ । ଉଦ୍ଭିତ ତ | gon | ଉହାଡ଼ରେ ସେ କୃଷ୍ଣ ଲହର ଊଭ । ଉପଯୋଗ ଉପାଧୁକ ତେଜଲ ସୁମତି ମତ । ଉପଜକ କୃଷ୍ଣ ଗଜଗତି ଗତ । ୨୫ ( ଉଦ୍ଭି ଇସି ବାହାର ମୁଖରେ ଖରେ । ଉପବନ ନ ରସେ ଅଧୀରେ ଧୀରେ ।୨୭ ଉକୁ୪ରେ ଢାଳ ସୁସଙ୍ଗୀତ ଗୀତ । ଉତ୍ସବକୁ ନ ମଣେ ରୁଚ ଚ୭ । ୨୭ । ଉଛୁରରେ ବଢ଼ାଇଲ ନିତି ନତ । ଉଷ୍ମ ଶଶିକର ଭ, ଅଗତ ସତ । ୨୮ । ଉଦନ୍ତ ଯେ ଯେଣେ ବୋଲେ କୃପ କୃପ । ଉଦେଷଣାରୁ ବଢ଼େ ପ୍ରଭାପ ଢାପ ।୨୯ ଉଘ ନୁହଇ ପୁରପଥରେ ଥରେ । ଉଦ୍ୟମ ସେ କରେ ଆଚ୍ଛନ୍ନରେ ନରେ । ୩୦| ଉପଳାକ୍ଷୀ ଦୁଃଖ ଅସମ୍ଭାର ଘର । ଉଦ୍ଧପରେ ବୋଲେ ସହ ଧର ଧର । ୩୧ । ଉଦ୍ବୋଧଗୁଁ ଏ ଗତକ ସହ ସସ । ଉତ୍ତମ ଏ ନୋହେ କହେ କେହି କେହି ।୩୨ | ଉତପାତ ଏ କି ଗତ କହି କହି । ଉଚ୍ଚ୪ ଏ କଥା ଲୁହ ରହ ରହ । ୩୭ । ଉଜ୍ଜ୍ବଳାଙ୍ଗର କେ ନେଲ୍ ହର ହର । ଉଦାରତା ଅଛୁ କବାଧର ଧର । ୩୪ । ଉରଗରୁ ଗରୁ ତ ନଶ୍ଵାସ ଶ୍ଵାସ । ଉତ୍କଳରେ ଇଚ୍ଛା କି, ନ ଈଷ ଘୁଷ । ୩୫ | ସ୍ପପୁରକ୍ତ ଆମ୍ଭେ ଗୋ ରମଣୀମଣି । ଉତ୍ତର କ ଗୁଣି ଗୁଣି । ୩୨ । ଉପପତି ଇଛି କି ଏମନ୍ତ ମଷ୍ଟି । ଉଦ୍ଦୀପନ ହେତୁ କେ, ବଧୂପ ଧୀ ତ । ୩୭ । ଉପଭାପେ ବୁଡ଼ିଲୁ ଆତୁରେ ଭୁ ରେ । ଉଦରବ କେ ହୋଇ ପ୍ରଭୃରେ ଭୂରେ ।୩୮ ଉକ୍ତ ନ ଦେଲେ ଶୁଣି ସଙ୍ଗୀର ଗିର । ଉପନ୍ଦୋଶେ ନଉ ସୁହାସୀର ଶିର (୩୯। ଉଭଛୁଆ ସନ୍ଦେହରେ ଆଲୀ ଆଳ । ଉପଲକ୍ଷ କଲେ ମନେ ଭଲ ଭଲ । ୪ । ଉପଦ, ପଦ ଅଭିମରୁ ମନୁ । ଉପେକ୍ଷା ଯେ ନୋହିବ ୭ ଦିନୁ ଦନ୍ତୁ । ୪୧ । ଉଦ୍ଭବାସନା ମୋର ସାଗର ଗର । ଉଚ୍ଚାରଣ କର ଏଥୁଁ ଧରଧର । ୪ । ୨୫ । ବସ୍ତୁ ଓ ଜତ । ୨୪ । 9 ୧୩—୨ ଉଦ୍ଧାର ଭଙ୍ଗ ହୃଦୁ ବହୃତ ହୃଢ— କ ଓ ଖ; ୨୭–୨ ଉଚର ତତ୍ତ୍ୱା—ନ; ୩୧–୧ ଅସମ୍ଭାଳ – କ ଓ ଖ; ସ୍ଥଳ—କ; ଗୌଶ୍ଵଶଙ୍କର ମୁଦ୍ର ଗ୍ରନ୍ଥରେ ୩୧ ପଦ to ପଦରୂପରେ ଓ ୩ ପଦ "୧ ପଦ ରୂପରେ ପଠିତ; ଏହା ୫ ପୋଷ୍ଟ ସଙ୍ଗେ ସମ । ୪-ପୋଥର ଅବକଳ କୌଣସି ପୋରୁ ଗସ୍ତ ମହୋଦୟ- ମାନେ ଗ୍ରନ୍ଥ ମୁଦ୍ରଣ କରିଅଛନ୍ତି । ୩୨ – ଉଦ୍ଦାମ—୪; ୩୩—୨ ଉଚ୍ଚ୪ ଏ କଥା ଗୁପ୍ତ ନୁହ ନୁହ—କ ଓ ଖ; ନୁହେ ରହି ରହ—୪; ୩୫—୧ ଉର୍ ଗୁରୁ ନଡିମ୍ବା ନିଶ୍ୱାସ ଶ୍ବାସ– କ ଓ ଖ; ଗୁରୁଭ —ଛ ଓ ୪, ୩୨–୧ ଉପରକ—ଜ; ୩୭ —୨ ବଧୂର ଧୀର—କ, ଖ ଓ ଗ; ୪.୧ ଉଭ ତା—୪,

9