ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬
ବିଦଗ୍ଧ ଚିନ୍ତାମଣି
ନବମ ଛାନ୍ଦ


ଶ୍ରୀରାଧା ଶ୍ରୀକୃଷ୍ଣ ଙ୍କ ନାମାନୁସ୍ୱାଦନ । ପ୍ରାନନ୍ତାନୁପ୍ରାସ ।
ରାଗ-କେଦାର କାମୋଦି ।

ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ । ବିଶାଖାରେ କହନ୍ତି ସେ ଏକାନ୍ତରେ ଯେ ।
ଯଉଁ ନାମ କହିଲେ ଶ୍ରୀ ପୂର୍ଣ୍ଣମାସୀ । ଚିନ୍ତାସିନ୍ଧୁକୁ ହେଲା ସେ ପୂର୍ଣ୍ଣମାସୀ ଯେ ।୧।
ସେ ନାମ ଗଢ଼ା ମିଶି କେତେ ଅମୃତ । ଯେ ଶୁଣିବ ଭାର କ ହେବ ଅମୃଢ ଯେ,
ରଚନ ସୁଖ ହୋଏ ତାହା ଶ୍ରବଣେ । ଲଳସା ହୋଏ କୋ୫ କୋଷ୍ଠ ଶ୍ରବଣେ ଯେ ॥
ଉଚ୍ଚାରଣ କରିବାବେଳେ ମୁଖରେ । ଶେଷାନନ ହେବାକୁ ବାଞ୍ଛ ମୁଁ ଖରେ ଯେ ।
ପଡ଼ଇ ଯେତେବେଳେ ସେ ମାନସରେ । ଜ୍ଞାନେନ୍ଦ୍ରମାନଙ୍କ ଗୁମାନ ସରେ ଯେ ।୩।
କୃଷ୍ଣ ବୋଲ ସେ ଯଉଁ ବେଇ ଅକ୍ଷର । କାମାନ୍ଧମାଙ୍କ କମନକା ଅକ୍ଷର ଯେ।
କ ସେ ଭାଶଙ୍କ ପ୍ରୀତନାଗ୍ ଶ୍ରୁତର । କ ଭକ୍ତ ମୁଣ୍ଡ ଫଳ ବେଶ ଶୁତର ଯେ ।୪
କବା ଖବ ପରମ ସତ୍ଯେକର । କାମିତମ ଚଢ଼ାର୍କ କ ସିଲେକର ଯେ ।
କିବା ଆନନ୍ଦ ଆହାସ୍ପଦ ମୂରତ । ସେ ନାମରେ କେବଳ ଇଚ୍ଛେ ମୁଁ ରକ୍ତ ଯେ
ଉପମା ହେବ କାହା ପରଶଂସାରେ । ତୁଳା କର ନାହିଁ ବଧ ସଂସାରେ ଯେ।
ଢା ଶୁଣିଲେ କ ରହେ ପରବରଭ । ମୋ ମାନସ ଆରତ ଅନୁବରତ ଯେ । ୬।
କୃଷ୍ଣ ନାମ ବଡ଼ଶୀ ମନ-ମତ୍ସ୍ୟର । ମୋ ହୃଦରୁ ଛଡ଼ାଇ ଦେଲ ମସ୍ତର ଯେ ।
ଯେ ଯାହା ବୋଇଲେ ବୋଲ ସହବାର । ବଳାହାରେ ହେଇନ ମୋ ସହବାର ଯେ
କରୁ କରୁ ସେ ନାମ ସୁମରଣକୁ । ବହ ଭେଟାଇ ଦେଉ ସୁ-ମରଣକୁ ଯେ ।
ଭୁମ୍ଭେ କର ବସିଲେ ନବାରଣକୁ । ଔଷଧ ନାହିଁ ମୋ ଜୀବ ଭାରଣକୁ
ରଙ୍ଗ
ଯେ ।୮।
ସେ ସଂସାରେ ବୋଲଇ ନାରଙ୍ଗା। ଶ୍ଵେତ ବର୍ଷ ଦଶଇ ତାହା ନା ରଙ୍ଗ ଯେ !
ନାମ ନାମୀ ଅଭେଦେ ଶଙ୍କା ଜନତ । ଏ ଚିନ୍ତା ନ ଗଲ ଦିବା ରଜମ ତ ଯେ । ୯ ।
ଯା ନାମ ସ୍ଵାଦୁ ଲେଭେ ମାନସ ରଥ । ଭା ରୂପ ହୋଇବ ସୁଧାସର ଓ ଯେ ।
ନାମ ଅର୍ଥରୁ ଢା ବର୍ଷ ଅଘସଇ । ତଥାପି ସଂଶପାରୁ ନ ଘଷଇ ଯେ । ୧୧ |
୨—୧ ନାମ ଗଣ—୪ ଓ ଜ; ଶଶୀ କେରେକ ଓ ଖ; ୨୩ ଭାର
ଶ୍ରବଣେ କ ଓ ଖ; — ମୋ ମାନସରେ—କ ଓ ଖ; ୪୨ କାମନାକୁ
ଅକ୍ଷର—୫; ୪—୪ କ ଭକ୍ତ—୪; ୭–୨ ନେଲ - ଗ ଓ ଛ; ୮-
ଦେବ—କ ଓ ଖ; ୯ — ୧ ବୋଲି – ୪; ୯୩ ଅର୍ଥରୁ ଢ~୪;