ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭
ବିଦଗ୍ଧ ଚିନ୍ତାମଣି

କୃଷ୍ଣ ନାମ ଭାଷନ୍ତି ସେ କଳାନିଧି । ନାମରୁ ବର୍ଣ୍ଣ ଭିନ୍ନ ଯେ କଳାନିଧି ଯେ । ଅଭେଦ ନାମ ନାମୀ ଅଛି ବେଦରେ । ଏ ଅଧ୍ୟାହାରୁ ଅଛି ମୁ ନିର୍ବେଦରେ ଯେ ।୧୧ ମର୍ମଦାରଣ ସେ ଅବଳା ଜନଙ୍କ । ସେ ନାମ ଅଇ କି " କାମଜନକ ଯେ । galdra କ ଘଗୁ ଏ ହେଲ ମୋତେ ପଘପତ ରେ । ଆଜଯାଏ ଥୁଲ କାହିଁ ଗୁପତରେ ଯେ ।୬ କରବଇ ଯୋଗିନୀ ଆଚରଣକୁ । ପୁଣେ କର ସେ ନାମ ଉଚ୍ଚାରଣରୁ ଯେ । ପର୍ଯ୍ୟନ କରବ ଏ ଧରଖକ । ଶୁଣି ଦୟା କରିବେ । ଆରତକ ଯେ । ୧୩ | ଦୂର କଲନ ଲଜ ଧ୍ରୁବ ଲେକରେ । ଅପକାରର ଭରୁ ଧ୍ରୁ ବଲେକରେ ଯେ । ମୋ ମନ ହୋଇଲଟ ମଷ୍ଟାରଣ । କ କରିବ ନୋହଲ କର ବାରଣ ଯେ | ୧୪ | ଆ ଶ୍ରବଣରେ ନାହିଁ ତ ମୋର ରସନା । କ ସ୍ଵାଦୁ ଋଖି ବୋଲେ ଆନେ ରସ ନା ଯେ । ରସନାରେ ମୋହୋର ନାହିତ ଶ୍ରୁତ । କ ଶୁଣି କରି ନ ଗଣିଲ ତ ଶ୍ରୁତ ଯେ । ୧୫ । ଦେହ ଉପରେ ସିନା ମନାଧ୍ଵକାର । ସେହି ଦୈନଲ ନାହିଁ କଲେ ଧ୍ଵକ୍କାର ଯେ । କେ ଜାଣି ଭର୍ଦ୍ଦ ପାଇଲ କ ପଦାର୍ଥ । ଜାଣୁ କି କହ ସଖି କୃଷ୍ଣ ପଦାର୍ଥ ଯେ ।୧୭ କ୍ଷଣେ ବସିଲ ନାହିଁ ମୁହଁ ନ-ଦରେ । ତୁଣ୍ଡ ବାହାର ଶୋଇଥିଲେ ନଦରେ ଯେ । ଆନ କରୁ ନ ଆସେ ଭହଁ ବାହାରେ । ଯାହ ବୋଇଲେ କୃଷ୍ଣ ନାମ ବାହାରେ ଯେ ॥ ମୁ କରିଛୁ ଗୁପଭ ବଧ୍ୟ ବଧୂରେ । ବଳେ ଉତ୍କଳ ନ ରହୁଛୁ ବଧୀରେ ଯେ । ଖ୍ୟାତ ହେଲେ ମଜ୍ଜିବ ମୁଁ ମନ୍ଦାକ୍ଷରେ । କାହା ମୁଖ ଗୃହିବ ଏ ମହାକ୍ଷରେ ଯେ ।୧୮ ଧକ ଢ ହେଲ ପରବରଭଋଣୀ । ପୋଉଯାଉ ହେବାର ବରଭରୁଣୀ ସେ । ମୁଁ କେ, କାହା ନାମରେ କଲ ଧୂନ । କରୁ କରୁ ରକ୍ଟର ହେଲ ଧୀ ଆନ ଯେ । କରେ ଚନ୍ଦ୍ର ଧରିଛୁ କାର୍ଡ଼ ବାମନ । ଏ ବଗ୍ଧର କରୁଛୁ କାହଁ ବା ମନ ଯେ । ମୃଗ-ତୃଷ୍ଣାକୁ ମଣିଅ ମୀର ଢ | ଆଶ ନାଶ ନୋହଲ ମୋର ନରତ ମେ । ୨୦ । ଶୁଣି ସଜମ କହେ ସୁ-ରମଣୀକ । ଦେଲୁ ନେଇ ମନକୁ ଚନ୍ତାମଣିକ ଯେ । ଶୁଣିରୁ ଦନେ ମୁହଁ ଋଷି ଭରଜ । କୃଷ୍ଣଚରଣ ଦାସୀ ଲକ୍ଷ୍ମୀ ଜ୍ୱରଖ ଯେ । ୧୧ । ସେ କି ? ଆଜ କେ ତାଙ୍କ ନାମ ବହଇ । ନାମରେ ସୁଧା ସ୍ଵାଦୁ ନଦୀ ବହଇ ଯେ । “ହଁ ମଜ୍ଜିଲେ ଭୋର ଯିବ ପ୍ର-ଭାସ । କେ ଜାଣିଛୁ ବନ୍ଧକର୍ମା ପ୍ରଭାପ ଯେ । ୨୨ କେତେ ଆଶ୍ଚର୍ଯ୍ୟ କଥା ମନେ କରରେ । ବହବଳେ ସାଗର ଥୁଲ କରରେ ଯେ । ୨୭ - ୧୯ — ୩ ଭେଦରେ – ଗ ଓ ୫; ୧୨ – ୨ ଅ୪ ଊକ –୪; ୧୩ – ୧ ଗୋ ଘନ୫; ୧୩ —୪ ର ଶୁଣି – ଗ, ଘ ଓ ୪; ୧୮–୨ ବେଳେ ଉଚ୍ଛନ୍ନ କ ଓ ଖ; ରହିଛି —୪; ୧୯ — ୧ ହେଉ – କ ଓ ଖ; ୧୯ – ୨ ପୋଡ଼, ପୋଡ଼ - କ ଓ ଖ; ୨୦ – ୩ ମୃଗତୃଷ୍ଣା ଢ-ଘ; କରିଅଛୁ-ଗ ଓ ; କରୁଅ-୪; ୨୦ –୪ ଆତ୍ମା-କ, ଖ;ହୋଇଲ କରି ନରଦ-୫; ୨୨-୨ ସ୍ବାଦୁ ସୁଧାକ ଓ ଖ; -

90-8