ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩
ବିଦଗ୍ଧ ଚିନ୍ତାମଣି

୩୩ ଦରପଣମୁହିଁ କହେ ପୁଣି ମୁହଁ କଲ ବିଟପୀ ରୀତ ଆଦର, ହେ ଦଇବ ।୨୨। ପତିବରତ ମୋର ସମ୍ପତ୍ତି । ପନ୍ତି ମୁଖା ଦେଲୁ ଏ ବିପତ୍ତି । ପରିକ ମତ ଗର୍ଭ କଲ ଅନ୍ତେ ହେବ ନରକ ପ୍ରାପତି, ହେ ଦଇବ ।-୨୩ | ଧୀରେ ଅବେଦ୍ୟ ଏ କୁରୁଦ୍ଧିରେ । ଧୀରେ ଶୁଣି ତୁଳବ ମଧ୍ୟରେ । ଧୀରେ ଅଭିମନ୍ୟୁ ସାମନ୍ତସିଂହାର ସଦା ଗବଲ ରସନଧୁରେ ହେ ସୁଜନେ ।୨୪। ଦ୍ବାଦଶ ଛାନ୍ଦ । 101 ଶ୍ରୀ ସାଧାଛାମୁକୁ ଦୂଭୀପ୍ରେଷଣ । ଢଗ-ଗୌର । ଛପୋଇବାଣୀରେ ( ମଧ୍ୟଯମକ ) ଉତ୍ତରୁ ଧୀରେ ଶୁଣ ହେ ସଧୀରେ ବସ୍ତୁର ବସ୍ତ୍ରରେ ଆନନ୍ଦରେ । ଗୋବନ୍ଦ ଚତ୍ତର କହନ୍ତ କାଠର ହୋଇଣ ମିତର ପୁରଷରେ । ୧ । ଘଧ୍ୟ ନା କହଢ ହେଉଛୁ ମୁଁ ହିତ ଦଗ୍ଧରୁ ଦେହତ ମାର ଶରେ । ଆଜି ମୋର ଜୀବ ଯମପୁର ସିକ ନଶ୍ଚ ଘଜୀବମୁଖୀ ନାଁରେ । ୨୮ ସେ କ ଜଗତର ମୋହନ ମନ୍ତର ହେଲଭ ଚତ୍ତର ମୋହ ପାଶୀ । ମଦ୍‌ଜଗତ ନ କଲେ ସଙ୍ଗତ ମୋହୋର କ ଗତ, ଗଲ ଵିସି | ୩ | ମାଧବ ହସିଲ, ମାଇଁ qଷିଲ, ବିବେକ ଧ୍ଵଂସିଲ ଗୋବନ୍ଦର । ପୀଡଲ ମଦନ ଶୁଖିଲ ବଦନ ବଢ଼ିଗ ଜଦନ-ଅକୂପାର । ୪। ବଜ୍ର କ ପଡ଼ଲ ସାହସ ଉଡ଼ଲ ଚେତନା ଗୁଡ଼ଲ ଗୁଙ୍ଗି ଗୁର୍ତ୍ତ ଜ୍ଞାନ ନ ରହଲ ଲୈକ ବଦୁଲ ମରମ ଦହଲ କାମ ଯଙ୍ଗ |୫| ଏ ଘର ଗୃହିଲେ ବେଦନା ବହିଲେ ସଖାଏ କହେଲେ ଶାନ୍ତ କର l ଏତେକ ସଙ୍ଗୀର ନ ସହଲ ଗିର ସଦନ-ଭଙ୍ଗୀର ପର ହର । ୬ । ନୁହସି ଆରତ ଖୋଜିବା ଜରଜୀ ପେଷିବା ପୀରତ ଲଗାଇବା । 9 ସେ ନବନାଗରୀ ସୁରସନଗର ସୁପ୍ରେମସାଗର ମନାଇବା । ୭ । ୨୧—୩ ବାଧୁକ-କ ଓ ଖ; ୨୩—୯ ପକ୍ଷବରଗ-କ, ଖ; ଗ, ଘ; ଘଗ ଶୌର-ଛପେଇ ବାଣୀରେ-ଜ ଝ; ଗୌର-କ, ଖ ଓ ଛ; ଗୁଗ ସାନ ଭୂପାଳ-୫; ୧—୨ ଉତ୍ତର ୫, ୦; କରନ୍ତ; ୦୮ ୩୧ ମୋହମ-୪; ୨~~

ଶୁଣିଲେ-୪; ୭—୨ ସୁରସନାଗର-କ ଓ ଖ;