ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪
ବିଦଗ୍ଧ ଚିନ୍ତାମଣି

ଅସାଧ୍ୟ ଦୂତୀରେ ହେଲେ ଏ କ୍ଷିତିରେ ଖୋଜି ଝଟତିରେ ଉପାୟୁକୁ । ମୋହନ କରିବା ଭା ମନ ହରିବା ଲଭ ନ ପାରିବା ଯେବେ ଭାକୁ ୧୮ ନାନା ଧୀ କୁ୪ରେ ଜଗିବା ବାଧ୍ୟରେ ଅବଶ୍ୟ ଭେ୪ରେ ପଡ଼ିବ ଭ । ନୋହଲେ ମିଶିବା ଭା ପୁରେ ପଶିବା ବଳେ ଆକଷିବା ପ୍ରାଣମିତ । ୯ । ନୋହଲେ ଅତରୁ ପୂଜବା ସୁଭରୁ ବଶ ହୋଇ ପରୁ ଦାନ ଦେବ । ନୋହିଲେ ପ୍ରାପତ ପାଗର ପଛ ପୂଜିବା ତପତ ନାଶ ଯିବ । ୧୦ । ସଖାଙ୍କ ସ୍ୱନ୍ନ ନା ବଚନେ ଚେତନା ପାଇଣ ନୂତନ ଭୁବ ଧାନ୍ତି । ଯାଏ ବଞ୍ଚନ କ ହୁଅଇ । ୧୧ | ଗୋବନ୍ଦ ରଚନ କଲେଭ ବଚନ ସେ ସେ କୃଷ୍ଣର୍ମର-କେଶୀ ନା ସୁମର ନ ଯିବ ମର ନ ପାଇଲେ । ପ୍ରାଣ ପ୍ରୟୋଗରେ କ ଶିବନଗରେ କ’ ଗଙ୍ଗାସାଗରେ ଦେବ ବଳେ ।୧ କ ଯୋଗୀ ହୋଇବ ଢା ଗୁଣ ଗାଇବ ଏ ଦେହ ଥୋଇବ ମହା ଫେର । ତା ପଦଧୂଳକ ମୋର ମଉଳକ ଦେବ କେ ବୋଲ କ ଦୟା କର |୧୩| ହୃଦୟ ପଥର ହେଲ ଏଥର ବିଦେହ ପଥର ସେ ସଙ୍ଖାଳି । କଙ୍ଗାଳୀ ବରଭୃଥାଳ ସେ ମୋର ତ ନାମ ଗଳାର ଭ ଦୁଖ ଝୋଳ | ୧୪ | ଘବଦର୍ଶନୀକ ଗୁଡ଼ ମୁଁ ନକ ନନ୍ଦବ ମୁନଙ୍କି ଏ ବେଶରେ । ଢା ନାମ ଗ୍ରୁପରେ ଗୁଇ ସ୍ବରୂପରେ ବସିବ ଉପରେ ମୁଁ ନରେ ।୧୫। ସୁଧା ଲମ୍ଫ୪ରେ ବି ବେଣୀ ପରେ ବ୪ ନକରେ କର କୁଟୀ। ପଞ୍ଚାଭପ ଭାପି ହୋଇବ ସନ୍ତାପୀ ମଦନ ପ୍ରତାପୀ ଯିବ ହ୫ । ୧୬ । କେବଳ ରଧାର ନାମ ନରଧାର ମୋହୋର ଆଧାର ଆଜଦନ୍ତୁ । ପୂଜବ ଶଙ୍କର ବୋଲକ ଶଂକର କରିବ କଙ୍କର ସେ ସୁପରୁ । ୧୭ । ସବୁରୂପେ ଗଢ ମୋର ଗଜଗତ ଇଚ୍ଛଇଁ ଭଗତ ନବଜାତ । ଆଦ୍ୟ ଉ ପ୍ରକୃତି ପ୍ରାନ୍ତହଁ ନମଃ ହେଇ ଅପକଣ୍ଠ ମଧ ର । ୧୮ । ଗୋବନ୍ଦ ଭରଖ ଶ୍ରବଣେ ଆରମ୍ଭ ସଖାଏ ପୀରତ ବର୍ଷେ ହେଲେ । କେ ପଛକୁ ଯାଇ ଘରେ ଆଉଜାଇ ଲୁଅ ଉପକାଇ କେସ୍ଟ ବୋଲେ ।୧୯ କେ ବୋଲେ ହେ ବନ୍ଧ, ଆମ୍ବ ପ୍ରାଣ ବଧୁ ଦେଇ ପରବଧୂଠାରେ ମନ । ଆମ୍ଭ ମନରସା ଭୋ ବନା ଏ ରସାମଧ୍ୟରେ ଭରସା ନାହିଁ ଆନ । ୨୧ | - ୯— ୧ ନାନାଦ-୪; ୧୪— ୧ ପଥରେ; ଏଠାରେ; ପଥରେ ୫, ୦; ୧୪—୨ ଥାଳୀ-୪; ଏ ମୋରଭ, ଜ; ୧୫—୧ ଭୁବଦକ୍ଷିଣୀ-୪ ଓ 0; ୧୫~~୨ ତାପରେ-୯; ୧୭–୧ କେବଳ ରଧାର ଵନୁ କ ଆଧାର ମୋର ନସଧାର ଆଜ ଦରୁ-କ ଓ ଖ, ୧୮–୧ ଭଗତି ନାନାଜାର-କ é ଖ; ୧୯—୧

ପୀରତ ବଶ-ଘ ଓ ୪; ୧୯–୨ ଲୁହ ୪; ୨—୧ ପ୍ରାଣ ବନ୍ଧୁ-କ, ଖ ଓ ଜ;