ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

cl ଏମନ୍ତ ବେଳରେ ଦୂଖ ସେ ସ୍ଥଳରେ ପ୍ରବେଶ ସର୍ଦ୍ଦେଶ ଦୈନ। ମୁଖ ପରସନ କଚ୍ ଦରଶନ ଆତୁରତା ନୋଦମ । ଦୂଖ ବୋଇଲ ଗୋ । ଭଗ-କଳ୍ପ ଭରୁ ଫଳ । ହେଉଛୁ ସଫଳ ଘେଗକୁ ବଫଳ କରଉଛି ବହି ବଳ” | ୮ | “ଦୂଟୀକା ହସିଲ ଏକ ଘଷିଲ ନଶିରେ ବଧୁର ଯୋଗ । ନକର ସଙ୍କେତ ହୋଇଛୁ ନକେର ତେଜ ହେବ ତାହା ଭେଗ । ଶୁଣି ଧମାର ଯେ । ଆନନ୍ଦ ସିନ୍ଧୁ ବଢ଼ିଲା । ଦିନ ସନ୍ତପତ ନାଣନେ ସେ ପଢି ଲେଭେ ଜଣାପେକ୍ଷା ହେଲୁ”। ୧୩ । ବଧ କଲେ ବଢି ବଧ “ବାଳକ କାଳରେ ଗୋବନ୍ଦ ମେଳରେ ରଧା ଦୁବାସାଏ ଛନ୍ତି କହି । ନରତ ହେଲେ ଅନ୍ତରତ ଦେଖିବାର ଗୃହ । ମୁଦ ହୋଇ ପଦସନ୍ତକ ଯେ । ସ୍ୱାଧା ପିନ୍ଧା ସେ ଫଳ ଏବେ ଫଳଲ” (୪୩ ବାସେ ଥିଲି । କି ଘବ 169 224 48 968 ଏଥୁରୁ ଅନୁମିତ ହୁଏ, ଅଭିମନ୍ୟୁ ଏହି ସୁନ୍ଦ ପ୍ରଥମରେ ଲେଖାଇ ଥିଲେ ; ପରେ କିନ୍ତୁ ଉପଯୁକ୍ତ ସ୍ଥାନରେ ପଦମାନ ବିନ୍ୟାସ କରି ଅଯୁକ୍ତ ପାଠ ପରିହାର ପୂର୍ବକ ସମୀଚୀନ ପାଠ ୮° ସୁନ୍ଦ ରୂପେ ଗ୍ରହଣ କଲେ । ଅଭିଏଚ୍ “ଗ”ର ୮ ଶୁନ୍ଦ ବା ବସ୍ତୁ ମହାଶଙ୍କ ୧୩ଶ ସଂସ୍କରଣର ୮୧ ଗୃହ ଆଦୌ ଗ୍ରହୀତବ୍ୟ ନୁହେ । ଏଭଦୃଷିରେ ସୂର୍ବବେଚକ ଗୌଶ୍ୱଶଙ୍କର ଉକ୍ତ ସୁନ୍ଦକୁ ପ୍ରଥମ ସଂସ୍କରଣ ପରେ ପରିହାର କରିଥିଲେ । କନ ଘ ମହାଶ ସେ ଗୁନ୍ଦକୁ ପୁନର୍ବାର ଗ୍ରହଣ କରି ଲୋକମାନଙ୍କ କୌତୁହଳ ଅଯଥା ବୃଦ୍ଧି କରିଅଛନ୍ତି ମାତ୍ର | ଆକ୍ଟ- ର୍ଯ୍ୟର କଥା ‘୪’ ପୋଥୁରେ, [ ଏହାର ପରିଚୟ ପରେ ଦିଆଯିବ । ଉକ୍ତ ଦୁଇ- ଶୁଭ ୮୦ ଓ ୮୯ ଗୁନ୍ଦରୂପେ ଗୃହୀତ ହୋଇଅଛି । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ, ‘୪’ ପୋଥର ଅନୁରୂପ କୌଣସି ପୋଥୁରୁ ଘ ମହୋଦମାନେ ନିଜ ଗ୍ରନ୍ଥର ମ ସଂସ୍କରଣ ସଙ୍କଳନ କରିଥିଲେ । ଚତୁର୍ଥ ପୋଥ—ଏହା ମୁଁ ‘ଘ’ ରୂପେ ଗ୍ରହଣ କରିଅଛି ମୋର ଗୁନ ପୁୱଳଲ୍ଲା-ନବାସୀ ଶ୍ରୀମାନ୍ ନବର ସାହୁ ବ: ଏ ଙ୍କ ଦ୍ଵାର ପ୍ରଦତ୍ । ଏ ପୋଥ ବହୁ ପ୍ରମାଦ-ଗୁଣ୍ଡି ହେଲେହି ସ୍ଥଳବିଶେଷରେ ଗ୍ରନ୍ଥସଙ୍କଳନ-ନିୟାରେ ବଡ଼ଶର୍ଷ ସହାୟତା ପ୍ରଦାନ କରିଅଛୁ । ‘ଚ’ ପୋଥି ପଞ୍ଚମ । ଏହା ମୋର ପୁରାଜକ୍କା-ନବାସୀ ଜଗଦାନନ୍ଦ ତାଙ୍କ ଗ୍ରାମରୁ ଆଣିଥିଲେ । ଏହି ପଥୁ ରମ୍ଭାଠାରେ ଲିଖିତ ।

ଲେଖକଙ୍କ ପ୍ରମାଦ ସତ୍ତ୍ବେ ଏହା ଝଢା ବିଷୟରେ ‘ଗ’ ପୋଥର ସମସ୍ଥାନୀୟୁ ।