ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

‘ଛ’ ପୋଥ ଅଳପୁଆ-ନବାସୀ ବାବୁ ଶ୍ରୀ ଗୌରବଲ୍ଲଭ ପନ୍ଥନାକୁ ଆଣି ମୋତେ ଦେଇଥିଲେ । ଏ ପୋଥ୍ ଉଇବ୍ଧ । ‘ଜ’ ପୋଥ୍ ମୋର ଗ୍ରୁନ୍ଧ ଢେଙ୍କାନାଳ-ନବ ସ୍ତ୍ରୀ ଶ୍ରୀମାନ୍ ଦୁର୍ଗାଚରଣ ପଟ୍ଟନାୟକ ବ: ଏ ଙ୍କ ଦ୍ଵାର ପ୍ରଦତ୍ତ । ଏ ପୋଥ୍ ଶୁଦ୍ଧକଷୟରେ ‘ଛ’ ପୋଥୁରୁ କିଞ୍ଚିତ ନ୍ୟୁନ | ଉପରେକ୍ତ ସାତଖଣ୍ଡ ପୋଥୁ ଓ ଗୌଶଙ୍କରଙ୍କ ମୁଣ୍ଡ ଗ୍ରନ୍ଥ ସାହାଯ୍ୟରେ ମୁଁ ଶୁଦ୍ଧପାଠ - ଗ୍ରହଣ ପୂର୍ବକ ଗ୍ରନ୍ଥସଙ୍କଳନ ଏକପ୍ରକାର ଶେଷ କରିଥିଲ 9 ଏହିସମୟରେ ବାସ୍ତୁ ଗୁରୁଚରଣଙ୍କ ଅସ୍ତାବରେ ଅଭିମନ୍ୟୁ ଆଣିବା ନିମିତ୍ତ ମୁଁ ଯାଜପୁରର ସଉଭଜନେଲ୍ ମାଈଷ୍ଟ୍ରେଟ୍ କaaa ଶ୍ରୀଯୁକ୍ତ ବିଧାଚରଣ ଦାସଙ୍କୁ ଅନୁବୈଧ କଲ । ସାମନ୍ତସିଂହାରଙ୍କ ପୋଥୁ ହସ୍ତାନ୍ତର କରିବାରେ ଅସ୍ବୀକୃତ ହେବାରୁ ସ୍ୱାଧ ଚରଣ ବାବୁ ସେ ଗ୍ରନ୍ଥର ନକଲ ଜଣେ ଅଣ୍ଡରଙ୍କ ଦ୍ଵାଗ କବର ମୋ’ ନକଟିକୁ ପଠାଇଥିଲେ । ନକଲ ପାଣ୍ଡୁଲପିରେ ବିଶେଷ ଭ୍ରମ ଓ ପ୍ରମାଦ ଦେଖି ଉକ୍ତ ପୋଥ୍ ନିମିତ୍ତ ମୁଁ ପୁନଦୀର ରଧାଚରଣ ବାବୁଙ୍କୁ ଅନୁରେଧ କଲେ । ସେ ମହାଶ ବଡ଼ ଶ୍ରମ ଓ ଯନ୍ତ୍ରରେ ପୋଥୁଖଣ୍ଡିକ ପଠାଇ ଦେଇଥିଲେ । ଅଭିମନ୍ୟୁଙ୍କ ଘରର ଏହି ପୋଥକୁ ମୁଁ ଦୁ ଓ ରୂପେ ଗ୍ରହଣ କରିଅଛି । ଏହା ‘ଛ’ ପୋଥର ଅନୁରୂପ; ଅନୁମିତ ହୁଏ, ଯେପରି କି ‘ଛ’ ଓ ଏହି ‘ଝ’ ପୋଥୁ ଉଭ ଏକ ମୂଳ- ପୋଥୁରୁ ଲେଖା ହୋଇଅଛନ୍ତି । ଅଭିମନ୍ୟୁଙ୍କ ଏହି ଘର-ପୋଥୁ ମୂଳପୋଥ ନୁହେ; ଏଥିରେ ମଧ୍ୟ ସ୍ଥାନେ ସ୍ଥାନେ ପ୍ରମାଦ ଅଛୁ । ତାହା ମୁଁ ଗ୍ରନ୍ଥର ସୁନ୍ଦମାନଙ୍କର ପାଦଘୃଣୀରେ ସ୍ଥଳବିଶେଷରେ ଦର୍ଶାଇଅଛୁ । ଗୃହରୁ ପୋଷ୍ ସ ସାହେବ ବଂଶଧରମାନେ ନବମ ‘୪’ ପୋଥୁଖଣ୍ଡିକ ବ୍ୟ ବାହାଦୁର ସୁଦାମଚନ, ନାସ୍ତିକଙ୍କଠାରୁ ପ୍ରାପ୍ତ । ମୁଁ” “ବଦଗୁଚନ୍ତାମଣି”ର ଶୁଦ୍ଧପାଠ ସଙ୍କଳନରେ ହସ୍ତକ୍ଷେପ କରିଅଛୁ, ଏହା ଶ୍ରବଣ କର, ସେ ମହୋଦୟ ବନା ଅନୁqଧରେ ପୋଽ ଜଣେ ଗୁମ୍ବଙ୍କ ହସ୍ତରେ ମୋ ନକଟିକୁ ପଠାଇଥିଲେ । ଏହାକୁ ସୁଦାମ କାରୁ କିପରି ସାହିତ୍ୟପ୍ରାଣ ସ୍ୱପ୍ନ ପ୍ରତୀୟମାନ ହେଉଅଛୁ । 67 ‘୦’୫ କିଲ । ଏହା ଗରୀଶଙ୍କରଙ୍କ ମୁଦତ ଗ୍ରନ୍ଥ । ଉପରେକ୍ତ ପୋଥୁମାନଙ୍କ ସାହାଯ୍ୟ ଦେଇ ମୁଁ ଏହି ଗ୍ରନ୍ଥର ପାଠ ସଙ୍କଳନ କଲ । ଯେଉଁ ସହୃଦଗ୍ଧ ବ୍ୟକ୍ତଗଣ ମୋତେ ପୋଖୁ ପ୍ରଦାନ କରିଅଛନ୍ତି, ତାଙ୍କ-

ଠାରେ ମୁଁ କୃତଜ୍ଞ ।