ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

ଏହି ଗ୍ରନ୍ଥ ପ୍ରାୟ ୫୦ ବର୍ଷ ହେବ ମୁଦତ ହୋଇ ଉତ୍କଳରେ ପ୍ରସ୍ତୁରନ୍ତ ହୋଇ ଅସୁଅଛୁ । କିନ୍ତୁ ଦୁଃଖର କଥା, ତାହାର ଶୁଦ୍ଧ ସଂସ୍କରଣ କରିବାରେ ଏପର୍ଯ୍ୟନ୍ତ କାହାର ଦୃଷ୍ଟି ପଡ଼ ନ ଥୁଲ । ଅଶିକ୍ଷିତ ସଂପ୍ରଦାୟୁ ଗୁଡ଼ ଦେଇ ଶିକ୍ଷିତ ସଂପ୍ରଦାସ୍ଟର ବିଷୟ ବସ୍ତୁର କଲେ ମନରେ କ୍ଷୋଭ ଜାତ ହୁଏ ଯେ, କପର ସେମାନେ ଅସଂବଦ୍ଧ ଅର୍ଥସ୍ଥାନ ଅପପାଠମାନ ଏବଂବିଧ ଅବସ୍ଥାରେ ରଖିବାକୁ ପ୍ରଶ ଦେଇଥିଲେ । ଗସ୍ତ ମହୋଦମାନଙ୍କ ମୁଦ୍ରତ ଗ୍ରନ୍ଥରୁ ଦୁଇ ରୂପେ ଅପପାଠ ନମ୍ନରେ ପ୍ରଦତ୍ତ ଜଲ । – ବ୍ୟାଙ୍କ ପୁସ୍ତକର ପାଠ (୧୮୪୧) ଏ । ଖେଳ ୬ । ରହ କନ୍ୟାହୃଦେ ଗୋକୁଳ ସମ୍ପଦେ ବୃଷ୍ଟି କଳ୍ପତରୁ ମୂଳରେ । (୪) ୩ । ଆତ୍ମଭୂଷ ଅନ୍ଧ ଜନ ନୟନ ବେଳକ ? (୨୪) ୪ । ଶ୍ରୀରଧା ବାତୁଳ ପ୍ରେମ ରସାତୁଲ • ୫୮ ଜମଠ ମଣ୍ଡୁକ ଧାନରେ (82912) ବିବେକ କୋଶେ ପଶେ ଦୂରକର ଆଶ ୬ । ବିବେକ ଚେତନା (୨୯୮୨୫) ବେକ (୭୯୭) ମୋଡ଼ାଇଲ ଭ BELIA DAN ଶୁଦ୍ଧ ପାଠ ଖଳନନ୍ଦା ରହ ନନ୍ଦାଦେ : : ବୃଷ୍ଟି କଲେ ତ ନୂତନରେ ଆତ୍ମଭୂ-ତମାନ୍ଧ ଜନ ନୟନ ବେନ କ ? ... ପ୍ରେମରନ୍ ତୁଳ De •• କୋଷେ ପୋଷେ ଦୂରେ କର ବାସ ବିବେକ ଚଢ଼ାଇ ବେଳ ଏହିପର୍‌ ସଂଖ୍ୟାଗର ଭ୍ରମରେ ମୁଦତ ଗ୍ରନ୍ଥ ବକ୍ଷ-ମୂର୍ତ୍ତିତ । ଏପର Camera Bage ପୃଷ୍ଠା ନାହିଁ ଯାହା ଭ୍ରମ ଶୂନ୍ୟ । ଅଧୁକ ଉଦାହରଣ ଦର୍ଶାଇ ଗ୍ରନ୍ଥର କଳେବର ବୃଦ୍ଧି କରିବା ଅନାବଶ୍ୟକ । ଆକ୍ଷେପର କଥା ପ୍ରଗଣ ଖ୍ୟାତନାମା କଲକତା ବିଶ୍ବବିଦ୍ୟାଳୟର ଅଧ୍ୟାପକ ମଜୁମଦାର ମହାଶସ୍ତୁ ମଧ୍ୟ ଏହି ଅଯୁକ୍ତ ପାଠମାନଙ୍କୁ “ଉତ୍କଳ ସାହିତ୍ୟ ପର”ରେ ପ୍ରକାଶିତ କରିଅଛନ୍ତ ଅଭିମନ୍ୟୁଙ୍କର ଜୀବନ ଚର୍ଭ । ✔ . ମୁଁ ଅରମନ୍ୟୁଙ୍କ ଜୀବନଚରଦ ସଂଗ୍ରହ କଲେହେଁ, ସ୍ଵର୍ଗୀୟ ମୃତ୍ୟୁଞ୍ଜ ରଥଙ୍କ ପ୍ରଦତ୍ତ ଜୀବନଚରକୁ ସାରଚାନ୍ ମଣି ତାହାର ଉପାଦେ ଅଂଶମାନ

ଏ ସ୍ଥାନରେ ଶବୃଢ କଲ (‘ଉତ୍କଳ ସାହିତ୍ୟ’-୧୮ଶ ଭଗ ଦ୍ରବ୍ୟ) :-