ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

lov HOO “ଭାହାଙ୍କର ଆଦି ଜନ୍ମସ୍ଥାନ ଜପୁର-ଅନ୍ତର୍ଗତ ପ୍ରବନଗର । କେନ୍ଦ୍ରାପଡ଼ା କ୍ଷବଂଶ ଯୋଧପୁରରୁ ଆସିଥିଲେ । ସାମନ୍ତସିଂହାର ବଂଶ ସେ ବଂଶର ଅନେକ ପରବର୍ତ୍ତୀ ବୋଲି ଅନୁମାନ ହୁଏ । ତାହାଙ୍କର ପିତାମହ ଓ ପ୍ରପିତାମହଙ୍କର ନାମ ଶୁଣିଲେ ପାଠକମାନେ ବୁଝିପାରିବେ ସେମାନେ ପଶ୍ଚିମରୁ ନବାଗତ । ସେ ନାମ ଉତ୍କଳ ପ୍ରଚଳଭ ନୁହେ । ଦ୍ଵିଷତଃ ଏ ବଂଶ ଖୋର୍ଦ୍ଧାର ଢେଲବଂଶୀ ଗଜାଙ୍କଠାରୁ । ବରୁଆଁ ପ୍ରଗନା ଅନ୍ତର୍ଗତ ବାଲିଆ ଜମିଦାର ପ୍ରାପ୍ତ ହୋଇଥିଲେ । ଉପାଧୁ କାହା- ଠାରୁ ପ୍ରାପ୍ତ ହୋଇଞ୍ଚିଲେ, ତାହା ନିଶ୍ଚିତରୂପେ ଜଣାଯାଏ ନାହିଁ । କେହି କେହି କହନ୍ତ କେତେବେଳେ ସେ ଅଞ୍ଚଳରେ ବରପଦା ପ୍ରଭୃଭ ନାମରେ ସାଢ ୪ପ ଥୁଲ । ଏହି ସାଢ ପରେ ରଣସିଂହ ମହାପାଦ, ଦକ୍ଷିଣର ମହାପାନ ପ୍ରଭୃତ ବିଭନ୍ନ ଗଜୋପାଧ୍ଧର ସାର ସାମନ୍ତ ପ୍ରଭୃତ୍ୱ କରୁଥିଲେ । ଅଭିମନ୍ୟୁଙ୍କ ପୂଟପୁରୁଷ ଏହି ସାମନ୍ତ ମଧ୍ୟରେ ଗଣ୍ୟ ହେଉ ନ ଥିଲେହେଁ ଏକ ସମୟରେ ସେ ବଂଶର ଜଣେ କେହି ଅପର ସାଢ ସାମନ୍ତଙ୍କୁ ଗୋଟିଏ ମହା ବପଦରୁ ବୁଦ୍ଧିବଳରେ ରକ୍ଷା କରିଥିଲେ । ଏଥିରେ ସାମନ୍ତମାନେ ସନ୍ତୁଷ୍ଟ ହୋଇ ‘‘ସାମନ୍ତସିଂହାର” ଅର୍ଥାଭ ସାମନ୍ତଭୂଷଣ ଉପାଧୁ ପ୍ରଦାନ କଲେ । ସେହ ଉପାଧୁ ଗଜଦତ୍ତ ଉପାଧୁ ମାୟୁ ସମ୍ମାନ ସହର ବଂଶ ପରମ୍ପସ ଚଳ ଆସୁଅଛୁ । ଉକ୍ତ କାଲିଆ ନଗର ଅଭ୍ୟମନ୍ୟୁଙ୍କ ଜନ୍ମସ୍ଥାନ । ଏହି ସ୍ଥାନଟି ବର୍ତ୍ତମାନ ଯାଜପୁର ସବ୍‌ଭଜନର ଅନ୍ତର୍ଗତ ।” « କବଙ୍କ ପ୍ରପିତାମହ ବନ୍ଦଙ୍କ ସାମନ୍ତ ବଡ଼ ରସିକ ଓ କାବ୍ୟଶାସ୍ତ୍ରଜ୍ଞ ଥିଲେ । ଭ୩ ସୁନ୍ଦ ଖୋସାଲ ସାମନ୍ତ ପିତାଙ୍କ ପରି ସୁଖ୍ୟାତ ଲଭ୍ କର ପାର ସମସ୍ତଙ୍କ ବଳି ପଡ଼ିଥିଲେ । ନ ଥିଲେ । କିନ୍ତୁ ତତ୍ପପୁ ଇନ୍ଦ୍ରଜତ ଖ୍ୟାତରେ ସମସ୍ତଙ୍କୁ ଅବଶ୍ୟ ସେ ପାଠରେ ବଡ଼ ନ ଥିଲେ । କିନ୍ତୁ ଶାଠରେ ବଡ଼ ଧୂରୀଣ ଥିଲେ । ସେ ଯେପର ରସିକ ସେହପର ମଧ ଧାର୍ମି କପୁରୁଷ ଥିଲେ । ଗୌରପୁରୁଷ ବୋଲ ତାହାଙ୍କର ସମଧ୍ଵକ ଖ୍ୟାତି ଥୁଲ ।” ଅରମନ୍ୟୁ ନଜର “ବାଘଗୀତ”ରେ ଢାହାର ପରଚୟୁ ଦେଇଅଛନ୍ତି । ଇନ୍ଦ୍ରଜଭଙ୍କର ଅଷ୍ଟପହୀ ଥିଲେ, କିନ୍ତୁ ପୁଅସ୍ତବ ହେତୁ ସେ ବଡ଼ ଦୁଃଖିତ ଥିଲେ । ଲୋକମୁଖରେ ପ୍ରକାଶ ଯେ, ସେ ଜଣେ ସାଧୁଙ୍କ ଅନୁଗ୍ରହରୁ ମନ୍ତ୍ରବଳରେ ପୁରନ୍ ଲଭ କରିଥିଲେ । ଏହି ପ୍ଲସରନ୍ ଆମ୍ଭମାନଙ୍କର ଅଭିମନ୍ୟୁ | କିନ୍ତୁ ଭ୩ ସୁନ୍ଦୋପୁଷ୍ଟିକାଳ ଅଭୟାର 66 ବଂଶଧରମାନେ କହନ୍ତ ଯେ ହେବାର ଦେଖି ସଦାନନ୍ଦ କହସୂର୍ଯ୍ୟବ୍ରହ୍ମା ତାଙ୍କୁ (ଇଦ୍ରକରଙ୍କୁ) ଯଜ୍ଞାନୁଷ୍ଠାନ କରିବା ନିମିସ୍ ଉପଦେଶ ପ୍ରଦାନ କଲେ । ଯଜ୍ଞନ୍ତେ ସାମନ୍ତଙ୍କର ଅଷ୍ଟମ ପତ୍ନୀ

ସ୍ବପ୍ନରେ ଦେଖିଲେ ଯେ ଜଣେ ବ ଭକ୍ତ ଦ୍ରବ୍ୟ ପୁରୁଷ ତାଙ୍କ ହସ୍ତରେ ତୁଳସୀ-