ପୃଷ୍ଠା:Bikalpa Biswa.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରାମିଲିଟାରୀ ଓ ସୈନ୍ୟବାହିନୀରେ ମଧ୍ୟ ଏହା ବିରୋଧରେ ଅଭିଯାନ ଚାଲିଲାଣି । ସରକାର, ସ୍ୱାସ୍ଥ୍ୟବିଭାଗ, ଶିକ୍ଷାବିଭାଗ, ଖାଦ୍ୟବିଭାଗ ଓ ସାଧାରଣ ଜନତା ସଚେତନ ଓ ସତର୍କ ହେଲେ ପୃଥିବୀରେ ପୃଥୁଳଙ୍କ ସଂଖ୍ୟା ହ୍ରାସ ଘଟିବ ।

୮ ଫେବୃଆରୀ, ୨୦୦୭

୧୧୦ ବିକଳ୍ପ ବିଶ୍ୱ