ପୃଷ୍ଠା:Bikalpa Biswa.pdf/୨୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁର୍ଜନଙ୍କୁ ବର୍ଜନ କରି ସଚ୍ଚୋଟ, ନିଷ୍ଠାପର, ଦେଶପ୍ରେମୀଙ୍କୁ ନିର୍ବାଚିତ କରାନ୍ତୁ । ଇଂରାଜୀରେ ଉକ୍ତି ଅଛି “ୟୁ ଗେଟ୍ ଦି ଗଭର୍ଣ୍ଣମେଣ୍ଟ ୟୁ ଡିଜର୍ଭ” - ଯେମିତି ନାଗରିକ, ସେମିତି ସରକାର ।

୧୫ ଜାନୁଆରୀ,୨୦୦୯

ବିକଳ୍ପ ବିଶ୍ୱ ୨୮୩