ପୃଷ୍ଠା:Bikalpa Biswa.pdf/୩୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

“ସମ୍ବାଦରେ ଆପଣଙ୍କ ଲେଖାମାନ ଧାରାବାହିକ ପଢୁଛି । କାଲିକାର ଲେଖା ‘ରାମଙ୍କ ନାମ ବନାମ ନ କର’ ଖୁବ୍ ଉପାଦେୟ । ରାଜନୀତିକୁ ସାମ୍ପ୍ରାୟିକରଣ କରିବାପାଇଁ ଯେଉଁ ପ୍ରଚଣ୍ଡ ଉ୍ୟମ ·ଲିଛି ସେତିକି ବେଳେ ଏଭଳି ଲେଖା ଚିନ୍ତାଶୀଳ ମଣିଷକୁ ଚିନ୍ତା ଯୋଗାଇବ । ଆପଣ ମୋର ସେଇ ପୁରୁଣା ଜଣାଶୁଣା ଭଗବାନ ତ ?”

-ପ୍ରଫେସର ଅବନୀ କୁମାର ବରାଳ, ୧୧୮, ଧର୍ମବିହାର, ଭୁବନେଶ୍ୱର

“ଆଜି ସମ୍ବାରେ ଆପଣଙ୍କ ଲେଖା “ବିଶ୍ୱାସର ବଜାରୀକରଣ” ପଢି ଅତ୍ୟନ୍ତ କୃତଜ୍ଞ ଓ ଆନନ୍ଦିତ ହେଲୁ ଓ ଆପଣଙ୍କୁ ଶତ ଧନ୍ୟବା । ଏଭଳି ଲେଖା ବାରମ୍ବାର ପ୍ରକାଶ ପାଇଲେ ଆଲୋକର ପଥ ଖୋଇବ ।”

ଗଙ୍ଗାଧର ମିଶ୍ର, ସର୍ବୋୟ ମେଳା କମିଟି, ପ୍ରଭାତ ଲେନ୍, ପୁରୀ

“ଆପଣଙ୍କ ସବୁ ପ୍ରବନ୍ଧ ନୂଆ ବିଚାରରେ ଭରପୂର । ‘କନ୍ୟା ମିଳିବେ ନାହିଁ’, ‘ବିଶେରେ ଶାଢି ଓ ଭାରତପ୍ରେମ’, ‘ବିଚରା ପୁରୁଷ’, ‘କପଡା କମ୍ ଚମଡା ବେଶି’ ଇତ୍ୟାି ନିବନ୍ଧ ଗୁଡିକ ସୁପାଠ୍ୟ, ସୁବିଚାରପୂର୍ଣ୍ଣ ଓ ମସ୍ତିଷ୍କପାଇଁ ପୁଷ୍ଟିକର ଖା୍ୟ । ସ୍ୟ ନିବନ୍ଧ ‘ର୍ୟାଗିଂ ରୋଗ, ଋତୁ, ରୂପ ଓ ରୋକିବା ଉପାୟ’ - ଶିକ୍ଷାନୁÂାନମାନଙ୍କ ପାଇଁ ନୂତନ ିର୍ଗ୍ଶନ । ସତ କଥା କହିବା ଓ ଲେଖିବାପାଇଁ ସତ୍ ସାହସ ଯୋଗୁଁ ଧନ୍ୟବା ।”

-ସବିତାରାଣୀ ମିଶ୍ର, କଳିଙ୍ଗ ବିହାର, ଭୁବନେଶ୍ୱର;

“ବିକଳ୍ପ ବିଶ୍ୱ ସ୍ତମ୍ଭରେ ଆପଣଙ୍କ ପ୍ରତ୍ୟେକଟି ଲେଖା ଅନନ୍ୟ - ମୁଁ ଏଗୁଡିକୁ କେବଳ ପଢେ ନାହିଁ - ସାଇତି ରଖେ ।” -ଶ୍ରୀମତୀ ଲୋପାମୁ୍ରା ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ୍ “ଆପଣଙ୍କ ସବୁଲେଖା ଧ୍ୟାନର ସହ ପଢେ । ଆଜିର ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ, କ’ଣ ଓ କାହିଁକି’ ଲେଖାଟି ଅତ୍ୟନ୍ତ ସମୟୋପଯୋଗୀ - ଓଡ଼ିଶା ପରିପ୍ରେକ୍ଷୀରେ । ଏବେ ଏହାକୁ ଭିତ୍ତି କରି ଆମର ନ୍ୟାଯ୍ୟ ।ବି ଉପସ୍ଥାପିତ କରିବା ସହଜ ହେବ । ବହୁତ ଧନ୍ୟବା ।”

-ଶ୍ରୀ ନଗେନ୍ଦ୍ର ପ୍ରଧାନ, ପୂର୍ବତନ ଶିକ୍ଷାମନ୍ତ୍ରୀ

“ବିକଳ୍ପ ବିଶ୍ୱ ସ୍ତମ୍ଭରେ ‘ଧୃତରାଷ୍ଟ୍ରଙ୍କ ବଂଶବୃଦ୍ଧି’ ନିବନ୍ଧଟି ପଢି ଖୁବ୍ ଖୁସି ହେଲି ।

ବିକଳ୍ପ ବିଶ୍ୱ ୩୫୩