ପୃଷ୍ଠା:Bikalpa Biswa.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଉଛି, ସଭ୍ୟ ଲୋକଙ୍କ ନିରାପତ୍ତା । ୧୯୪୮ ମସିହାରେ ବିଶ୍ୱ ମାନବାଧିକାର ସମ୍ବିଧାନରେ ଯେଉଁ ସବୁ ସମାଜର ମୂଳଦୁଆ ପଡିଥିଲା, ଅସଭ୍ୟ ଲୋକେ ତାକୁ ଧୂଳିସାତ୍ କରିବା ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଏହା ବିରୁଦ୍ଧରେ ସଭ୍ୟ ସମାଜ ଏକଜୁଟ ହେବା ଆବଶ୍ୟକ ।

୨୮ ଫେବୃଆରୀ, ୨୦୦୮

୮୨ ବିକଳ୍ପ ବିଶ୍ୱ