ପୃଷ୍ଠା:Biplaba Suare Padartha Bigyan.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପସ୍ଥାପନ କରିଥିଲେ । ଏହି ସମୟରେ ହଲାଣ୍ଡର ପ୍ରହାର୍ଥ ବିଜ୍ଞାନୀ ହୁଇଗେନସ୍ (୧୭୨୯-୧୭୯୫) ଆଲୋକର ତରଙ୍ଗ ତତ୍ତ୍ବ ଉପରେ ଜାମ କରୁଥିଲେ । ୧୬୯୦ରେ ପ୍ରକାଶିତ ହାଙ୍କ ପୁସ୍ତକ ବ୍ରିଟାଇଜ୍ ଅନ୍ ଲାଇଟ୍‌ରେ ସେ ତରଙ୍ଗ ହସ୍ତ୍ର ମୂଳଦୁଆ ପକାଇଥିଲେ । ତାଙ୍କ ମତରେ ଆଲୁଅ ମହାଶୂନ୍ୟ ସାରା ଖେଳାଇ ହୋଇଥିବା ଗୋଟିଏ ମାଧ୍ୟମ ସାହାଯ୍ୟରେ ଗତି କରେ । କିନ୍ତୁ ନିଉଟନଙ୍କ ପ୍ରଭାବ ଯୋଗୁ ଅଷ୍ଟାଦଶ ଶତାବ୍ଦୀରେ ଦୁଇଗେନ୍‌ସ୍ ମତକୁ କେହି ଗ୍ରହଣ କରିନଥିଲେ ।

ଏହି ଭାବରେ ସପ୍ତଦଶ ଶତାବ୍ଦୀରେ ଆଧୁନିକ ପଦାର୍ଥ ବିଜ୍ଞାନର ମୂଳଦୁଆ ପଡ଼ିଲା ଏବଂ ବୈଜ୍ଞାନିକ ଅନ୍ବେଷଣ ଓ ବିନ୍ତାଧାରାର ନୂଆ ବାଟ ଖୋଲିଗଲା । କୋପରନିକସ୍, ଗାଲିଲିଓ ଓ କେପଲର ଏହି ବିପ୍ଳବର ଆରମ୍ଭ କରିଥିଲେ ଏବଂ ସେହି ବିକାଶ ଧାରାକୁ ଚୁଡ଼ାନ୍ତ ଜରିଥିଲେ। ନିଉଟନ । ତେଣୁ ପର ସମୟରେ ଏହା ନିଉଟନୀୟ ପଦାର୍ଥ ବିଜ୍ଞାନ ନାମରେ ମଧ୍ୟ ଜଣାଗଲା ।

୧୭
ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ