ଲାଗିଲା । ସେ ଯାଏଁ ବାଷ୍ଟର ଗୁଣଧର୍ମ ବର୍ଣ୍ଣନା କରିବା ପାଇଁ କେତେକ ଆନୁଭୂତିକ ନିୟମ ବିକଶିତ ହୋଇଥିଲା । ଏବେ ପଦାର୍ଥ ବିଜ୍ଞାନୀମାନେ ବାଷ୍ଟ କଣିକାର ଗତି ତତ୍ତ୍ବ ବାହାର କଲେ । ଏହି ତତ୍ତ୍ବ ଅନୁସାରେ ବାଷ୍ଟର କଣିକାଗୁଡ଼ିକ (ଅଣୁ ବା ପରମାଣୁ) ସବୁବେଳେ ଗତି କରୁଥା’ନ୍ତି ଏବଂ ନିଜ ନିଜ ସହିତ ତଥା ଯେଉଁ ପାତ୍ରରେ ଥା’ନ୍ତି ତା'ର କାନ୍ଥରେ, ଧକ୍କା ଖାଉଥା’ନ୍ତି । ଆହୁରି ମଧ୍ୟ ତାପ ଶକ୍ତି ଅଣୁ ବା ପରମାଣୁର ସାଧାରଣ ଗତିଜ ଶକ୍ତି ସହ ସମାନ ବୋଲି ମଧ୍ୟ ଏହି ତତ୍ତ୍ବ ପ୍ରମାଣିତ କଲା ।
୧୮୮୦ ଦଶକରେ ଲୁଡଵିଗ୍ ବୋଲଜ୍ମାନ୍ ଏବଂ ଜୋଶିଆ ୱିଲାର୍ଡ ଗି ବସ୍ ପରିସା°ଖି॥କ ଯାନ୍ତିକୀ ବାହାର କଲେ । ସେହି ସମୟରେ ଜୋହାନ୍ସ୍ ଭାଣ୍ଡର ବାଲ୍ (୧୮୩୭ - ୧୯୨୩) ତରଳ ଏବଂ ବାଷ୍ଟ୍ୟ ପଦାର୍ଥର ଗୁଣଧର୍ମ ଉପରେ ତାଙ୍କର ତତ୍ତ୍ବ ବିକଶିତ କରିଥିଲେ । କଣିକାମାନଙ୍କ ଭିତରେ ପାରସ୍ପରିକ କ୍ରିୟାକୁ ବୁଝାଇବା ପାଇଁ ଏହି କାମ ସବୁ ବିଶେଷ ଭାବରେ ସାହାଯ୍ୟ କଲା ।
ବିଦ୍ଯୁତ ଏବ° ଚୁମ୍ବକ
ଇଟାଲୀର ପଦାର୍ଥ ବିଜ୍ଞାନୀ ଆଲେସାନ୍ଦ୍ରୋ ଭୋଲ୍ଟା (୧୭୪୫-୧୮୨୭) ୧୮୦୦ ମସିହାରେ ବିଦ୍ଯୁତ ଶକ୍ତି
ସୃଷ୍ଟି କରି ପାରୁଥିବା କରିଥିଲେ । ଏହା ଭୋଲ୍ଟାଙ୍କ କୋଷ ନାମରେ ଅର୍ଜୁଲନ୍ତୁ ଗନ୍ଧକାମ୍ଳ ଝୁ ବିଶେଷ ଭାବରେ ପରିଚିତ ।